Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ,ଏକାଠି ହୋଲି ଖେଳିବା ମନା, ଲାଇଟ ଓ ଜନଗହଳିକୁ ବାରଣ

କଟକ: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । କଟକରେ ଦୋଳ ଯାତ୍ରା ଓ ହୋଲି ଲାଗି କମିଶନରେଟ୍ ପୋଲିସ ଗାଇଡଲାଇନ୍ ଜାରି କରିଛି । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପ୍ରତି ବିମାନରେ ୧୦ରୁ…

୬ ସପ୍ତାହ ପରେ ରାଜ୍ୟରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଲା କରୋନା ଗ୍ରାଫ । ଜାନୁଆରୀରେ ୧୫୦ ଭିତରେ ରହୁଥିବା ଦୈନିକ ସଂକ୍ରମଣ ଫେବ୍ରୁଆରୀରେ ୧୦୦ ତଳକୁ ଖସିଥିଲା । ମାର୍ଚ୍ଚ ତୃତୀୟ ସପ୍ତାହରୁ ଦୈନିକ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଛି । ପ୍ରାୟ ୬ ସପ୍ତାହ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ପାର୍…

କରୋନାର ଦ୍ୱିତୀୟ ଲହରରେ ଏହି ବୟସ୍କ ଲୋକଙ୍କୁ ରହିଛି ବେଶି ସଂକ୍ରମଣ ବିପଦ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବା ପରେ ପୁଣି ଦ୍ୱିତୀୟ ଥର ହୋଇପାରେ ସଂକ୍ରମଣ । ତେବେ, ଏମିତି ହେଲେ କାହା ପାଇଁ ରହିଛି ବେଶି ବିପଦ । ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଛନ୍ତି ବିଶେଷଜ୍ଞ । ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଏଥିରେ ସର୍ବାଧିକ ପ୍ରଭାବିତ ହେବେ ବୟସ୍କ ।…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୯ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୪…

କଟକରେ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପଜିଟିଭ୍

କଟକ: ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, କଟକ, ଯାଜପୁର ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ…

ପଞ୍ଜାବରେ ବିଗୁଡୁଛି କରୋନା ସ୍ଥିତି, ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ଚଣ୍ଡୀଗଡ଼: ପଞ୍ଜାବରେ ବଢୁଛି କରୋନା ସଂକ୍ରମଣ । ତାସହ କଟକଣା ବି କଡ଼ାକଡ଼ି ହେଉଛି । ପୂର୍ବରୁ ଜାରି ହୋଇଥିଲା ନାଇଟ୍ କର୍ଫ୍ୟୁ । ଏବେ ରାତ୍ରିକାଳୀନ କର୍ଫ୍ୟୁ ସମୟସୀମାକୁ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବପଟେନ୍ ଅମରିନ୍ଦର ସିଂହ । ଏଣିକି ରାତି ୧୧ଟା ନୁହେଁ, ରାତି ୯ଟାରୁ…

ରାଜ୍ୟରେ ଆଜି ନୂଆ ୮୪ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୪୮୯କୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୮୯ରେ…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୫ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାର ୮୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

କଟକରେ ୧୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଲିଙ୍କରୋଡ୍ ସ୍ଥିତ ଏକ ଶିକ୍ଷାନୁଷ୍ଠାନର ପ୍ରାୟ ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, କରୋନା ଲକ୍ଷଣ ଦେଖାଯିବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ତନ୍ମଧ୍ୟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍…