Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱବ୍ୟାପୀ ୫ ଲକ୍ଷ ୬୭ ହଜାରରୁ ଅଧିକ ନୂଆ ମାମଲା ରୁଜୁ

ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଚାଲିଛି। କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୬୭ ହଜାର ୭୨୫ ନୂତନ କରୋନା ମାମଲା…

ଓଡ଼ିଶାରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର:ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୮୯ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ…

ଜୁଲାଇ ୧୭ ଯାଏ ଲକଡାଉନ୍ ବଢ଼ାଇଲା ବ୍ରିଟେନ୍

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ବ୍ୟାପି ଚାଲିଛି । ବ୍ରିଟିଶ୍ ସରକାରଙ୍କ ସବୁ ପ୍ରତିବନ୍ଧକ ସତ୍ତ୍ୱେ ସଂକ୍ରମଣ ହାରରେ ବ୍ରେକ୍ ଲାଗୁନାହିଁ । ଏହାକୁ ଦେଖି ବ୍ରିଟିଶ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କରାଯାଇଛି । ଏଥିସହ ଅଧିକ…

ଦେଶରେ ୨୪ ଘଣ୍ଟାରେ ୧୪,୮୪୯ଟି ନୂଆ ମାମଲା ରହିଥିବା ବେଳେ, ସୁସ୍ଥଙ୍କ ସଂଖ୍ୟା ରହିଛି ୧୫,୯୪୮

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ଦେଖାଦେଇଛି। ଅଧିକ ସଂଖ୍ୟକ ରୋଗୀ ପ୍ରତିଦିନ ସୁସ୍ଥ ହେଉଛନ୍ତି। ଏହି କାରଣରୁ, ସକ୍ରିୟ ମାମଲାଗୁଡ଼ିକର ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ମହାମାରୀ ଯୋଗୁଁ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ୧୫୦ରେ…

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ପୁରୀ : ଆଜି ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଗାଇଡ ଲାଇନ୍ ଅନୁସାରେ ଆଜି ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା…

ଓଡ଼ିଶାରେ ୨୨ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ୨୧,୩୦୪ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦେବାକୁ ଟାର୍ଗେଟ୍ ରହିଥିବା ବେଳେ ଶନିବାର ଦିନ ୨୨,୩୬୪ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଯାହାକୁ ମିଶାଇ ଟିକାକରଣ ହାର ୧୦୫%ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଦିନ…

ଓଡ଼ିଶାରୁ ଦିନକରେ ୨୫୦ କରୋନା ରୋଗୀ ସୁସ୍ଥ, ଝାରସୁଗୁଡ଼ାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ଝାରସୁଗୁଡ଼ାରୁ ସର୍ବାଧିକ ୩୩ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ" ନବୀନ" ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ । ଏହି…

ଦ୍ୱିତୀୟ କିସ୍ତିରେ ଓଡ଼ିଶା ଆସିଲା କୋଭାକ୍ସିନ, ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି  । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ।…