Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ଆଉ ୧୩୮ ପିଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୬୬୭

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୬୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୧୦ କୋଟି ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୧୭ ହଜାର ୫୪୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାସହିତ ମୋଟ ମାମଲା ୧୦ କୋଟି ୦୮ ଲକ୍ଷ ୦୧ ହଜାର ୪୬୫ କୁ ବୃଦ୍ଧି ପାଇଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ…

ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨,୬୮୯; ସୁସ୍ଥ ହାର ୯୭ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସ୍ଥିତି ସୁଧୁରିବାରେ ଲାଗିଛି। ଗୋଟିଏ ପଟେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୯୭ ପ୍ରତିଶତକୁ ଖସି ଆସିଥିବା ବେଳେ ଅନ୍ୟପଟେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ…

ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର : ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି, ତେଣୁ…

ଗଣତନ୍ତ୍ର ଦିବସରେ ମୋଦି ପିନ୍ଧିଥିବା ପଗଡି ତାଙ୍କୁ କିଏ ଉପହାର ଦେଇଥିଲା ଜାଣନ୍ତି ?

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ପଗଡିକୁ ନେଇ ଏବେ ଚର୍ଚ୍ଚା । ସେ ଏକ ସ୍ୱତନ୍ତ୍ର ପ୍ରକାର ପଗଡି ପିନ୍ଧିଥିବାରୁ ଏହି ଚର୍ଚ୍ଚା ହେଉଛି । ଏହି ପଗଡିଟି ସେ ଉପହାର ସ୍ୱରୂପ ପାଇଛନ୍ତି । ଲାଲ ରଙ୍ଗର ଏହି ପଗଡିରେ ହଳଦିଆ ରଙ୍ଗର ଡଟ୍ ଥିଲା,…

ଆସନ୍ତାକାଲିରୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ 

ପୁରୀ : କାଲିଠୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏକ ମାସ ଧରି ଏହି ଟେଷ୍ଟ ଜାରି ରହିବ । ବଡଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତିଦିନ ସେବାୟତଙ୍କ ଟେଷ୍ଟ କରାଯିବ । ୨୭ରୁ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ବିଭିନ୍ନ ନିଯୋଗ…

କାଲିଠାରୁ ରାଜ୍ୟରେ ୧ଲକ୍ଷ ୭୩ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ। ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୯୦ଜଣ ଟାକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ ଥିଲା। ବାକି ୧ଲକ୍ଷ ୭୩ହଜାର ୬୩୬ଜଣକୁ ଆସନ୍ତାକାଲିଠାରୁ ଟିକାକରଣ କରାଯିବ। ଫେବ୍ରୁଆରୀ ୧୦ ତାରିିିଖ ଯାଏ ଚାଲିବ।…

ଭଲ ଖବର: ରାଜ୍ୟରେ ଶହେ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ଟିକାକରଣ ବେଳେ ରାଜ୍ୟ ଦେଇଛି ଖୁସି ଖବର । ଶହେ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୮ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧ଟି…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଜାରି ରହିଛି । ଅନ୍ୟପଟେ ହ୍ରାସ୍ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି…

ଲଦାଖ ସୀମାରେ ଉଡ଼ିଲା ତ୍ରିରଙ୍ଗା, ଯବାନ ପାଳିଲେ ଗଣତନ୍ତ୍ର ଦିବସ

ଜମ୍ମୁ କାଶ୍ମୀର: ସୀମାରେ ଉଡ଼ିଲା ତ୍ରିରଙ୍ଗା । ଲଦାଖରେ ଯବାନ ପାଳିଛନ୍ତି ୭୨ତମ ସାଧାରଣତନ୍ତ୍ର ଦିବସ । ବରଫ ପାହାଡ଼ ଉପରେ ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ ବା ଆଇଟିବିପି ଯାବନ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଭାରତ ମାତା ଓ ବନ୍ଦେ ମାତରମ୍ ନାରା ଦେଇଥିଲେ ଯବାନ । ଭାରତ ମାତା…