Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି । କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

ବିବାହକୁ ନେଇ ଆସିଲା ନୂଆ ଗାଇଡଲାଇନ୍, ଶୋଭାଯାତ୍ରା ମିଳିଲା ଅନୁମତି

ଭୁବନେଶ୍ୱର : ବିବାହ ଶୋଭାଯାତ୍ରାକୁ ନେଇ ନୂଆଗାଇଡ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜି ଶୋଭାଯାତ୍ରା ଆଣିବାକୁ ଅନୁମତି ମିଳିଛି । ବିବାହରେ ୨୦୦ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିଛି । ଅନ୍ତିମ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…

ରାଜ୍ୟରୁ ୨୪ ଘଣ୍ଟାରେ ୨୨୪ କରୋନା ପଜିଟିଭ୍, ପାଞ୍ଚ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ତିନି ଶହରୁ କମ୍ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୬ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୯୪ଟି । ୨୫…

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୯.୧୨ କୋଟି ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୫୫ ହଜାରରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ ମାମଲା ୯ କୋଟି ୧୨ ଲକ୍ଷ ୮୨ ହଜାର କୁ ବୃଦ୍ଧି ପାଇଛି। କରୋନାର ବଢୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ…

ସାଇନା ନେହୱାଲଙ୍କୁ କରୋନା, ଚାମ୍ପିଅନସିପ୍ ଖେଳିବାକୁ ଯାଇଥିଲେ ଥାଇଲାଣ୍ଡ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନ କରାଯାଇଛି। ତେବେ ଏହା…

ଦେଶରେ ୧୨ ହଜାରକୁ ଖସିଲା ଦୈନିକ କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୫୮୪ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି ।…

ଦେଶବ୍ୟାପୀ ଟିକା ପରିବହନ, ବିଭିନ୍ନ ରାଜ୍ୟକୁ ପଠାଯାଉଛି ୫୬ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଆରମ୍ଭ କରିବ ଭାରତ । ଟିକାକରଣ ପୂର୍ବରୁ ଆରମ୍ଭ ହୋଇଛି ଟିକା ପରିବହନ । ଆଜି ଦେଶର ବିଭିନ୍ନ ରାଜ୍ୟକୁ ପରିବହନ ଆରମ୍ଭ ହୋଇଛି । ପୁଣେରୁ ବିମାନ ଯୋଗେ ପଠାଯାଉଛି ୫୬.୫ଲକ୍ଷ ଡୋଜ୍ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର…