Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ଓଡ଼ିଶାରେ ପହଞ୍ଚିବ ‘କୋଭିସିଲ୍ଡ’ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ପରିବହନ । ବିଭିନ୍ନ ରାଜ୍ୟକୁ ସେରମ୍ ଇନଷ୍ଟିଚ୍ୟୁଟର କୋଭିଡସିଲ୍ଡ ଟିକା ପରିବହନ ଆରମ୍ଭ ହୋଇଛି । ଆଜି ପୁଣେରୁ ଭୁବନେଶ୍ୱରକୁ ଆସିବ କୋଭିସିଲ୍ଡ ଟିକା । ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ…

ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ୍ ଗାଡ଼ି

ନୂଆଦିଲ୍ଲୀ: ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ୟାକସିନ ଗାଡ଼ି। ସେଣ୍ଟ୍ରାଲ ହବରୁ ସବ୍ ସେଣ୍ଟ୍ରାଲ ହବ୍ ଓ ସେଠାରୁ ସବୁ…

ଓଡ଼ିଶାରୁ ୨୨୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୨୭୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଷ୍ଟେଟ୍ ପୁଲ ସମେତ ୨୪ ଜିଲ୍ଲାରୁ କରୋନା ରୋଗୀ ସୁସ୍ଥ…

ମାଗଣାରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମିଳିବ ଟିକା, ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର : ମୋଦି

ନୂଆଦିଲ୍ଲୀ : ପ୍ରଥମ ପର‌୍ୟାୟରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ବାଣ୍ଟିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଟିକାକରଣ ନେଇ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ।…

ଭୁବନେଶ୍ୱରରେ ଦିନକରେ ୭ ଆକ୍ରାନ୍ତ ଓ ୭ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

କରୋନା ନ୍ୟୁ ଷ୍ଟ୍ରେନ୍‌; ଏପର୍ଯ୍ୟନ୍ତ ମୋଟ ୯୬ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍‌ରେ ଆଉ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଏହି କରୋନା ନୂତନ ଷ୍ଟ୍ରେନ୍‌ରେ…

ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାର ଦୁଇ ତିନି ଦିନ ପୂର୍ବରୁ ଓଡ଼ିଶାକୁ ଆସିପାରେ ଭ୍ୟାକସିନ୍ । ଏଥିପାଇଁ ତୟାର ଅଛନ୍ତି ସରକାର । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । DHH ସୁନ୍ଦରଗଡ଼ ଓ…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର କରୋନାର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହି ବିନାଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ୯୬ ନିୟୁତ, ୬୬ ହଜାର ୫୯୪ କୁ ବୃଦ୍ଧି ପାଇଛି। ଏଥି ସହିତ, ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୯…

ରାଜ୍ୟରେ ୨୪ ଘଣ୍ଟାରେ ୨୪୪ କରୋନା ପଜିଟିଭ୍, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୦୨ଟି ରହିଛି । ୨୪…

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ ।…