Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରୁ ୨୪ ଘଣ୍ଟାରେ ୧୯ହଜାର କରୋନା ପଜିଟିଭ୍, ଜୁଲାଇ ପରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଟ୍ରେଣ୍ଡ । ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି । ଜୁଲାଇ ମାସ ପରେ ଆଜି ପ୍ରଥମ ଥର ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୯ ହଜାର ୧୯ହଜାର ୫୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ…

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦିଆଗଲା କରୋନା ଟିକା । ୭୮ ବର୍ଷୀୟ ବାଇଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାରୁ ତାଙ୍କୁ ଫାଇଜର ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି । ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଖରେ ଟିକାକରଣ…

ଏଣିକି ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସର୍ବମୋଟ୍ ୧୦୦ ଟଙ୍କା…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୦୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରୁ ସର୍ବାଧିକ ୪୪ ଆରୋଗ୍ୟ ହୋଇଥିବା ବେଳେ ତା'ତଳକୁ ସୁନ୍ଦରଗଡ଼ରୁ ୨୮ ସୁସ୍ଥ ହୋଇଛନ୍ତି।…

ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୩୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୪୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ କରୋନା…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫.୪୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୭ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୫ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୩.୩୨ ଲକ୍ଷ ଲୋକ କରୋନାରୁ…

ମହାମାରୀ ରାଜ୍ୟରୁ ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ଆଉ ୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । କଳାହାଣ୍ଡି ଜିଲ୍ଲାରେ ଜଣେ ୨୦ବର୍ଷୀ ଯୁବତୀ କରୋନାରେ ଆଖି ବୁଜିଛନ୍ତି । ସେ ହେପାଟାଇଟିସ୍…

ରାଜ୍ୟର ୨୭ ଜିଲ୍ଲାରୁ ୩୬୩ କରୋନା ପଜିଟିଭ୍, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହୁଛି । ତିନି ଚାରିଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହେଉ ନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫% ଆକ୍ରାନ୍ତ, ୨୪ ଘଣ୍ଟାରେ ୨୪,୩୩୭ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ…

ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲାର ଏହି ଦୁଇ ଜଳପ୍ରପାତ

ଭୁବନେଶ୍ୱର: ସ୍ୱାଗତର ଦ୍ୱାର ଦେଶରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର…