Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କିଏ ଅଟକାଇଲା ରଜନୀକାନ୍ତଙ୍କ ଫିଲ୍ମର ସୁଟିଂ ?

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଚଳଚ୍ଚିତ୍ର ଜଗତ । ହେଲେ ଧିରେଧିରେ ସକ୍ରିୟ ହେବାରେ ଲାଗିଛି ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ । ନିକଟରେ ଏହି ଧାରାରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଫିଲ୍ମ…

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ ।…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୮୩ ଲକ୍ଷ ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାକୁ ନେଇ ଉତ୍ତେଜନା ଦେଖାଦେଇଛି ଏବଂ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଖ୍ୟା ସାରା ବିଶ୍ୱରେ ୭ କୋଟି ୮୩ ଲକ୍ଷକୁ ଅତିକ୍ରମ କରିସାରିଲାଣି। ଏଥି ସହିତ, ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭ ଲକ୍ଷ ୨୨ ହଜାରକୁ ବୃଦ୍ଧି…

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ…

ଦେଶରୁ ଦିନକରେ ୨୩,୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୯୮ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୩ ହଜାର ୯୫୦ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହେଲେଣି ୧ କୋଟି ୯୯ହଜାର ୬୬ ଜଣ । ଦେଶରେ ପ୍ରତିଦିନ…

କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ କଟକଣା, ୟୁକେରୁ ଆସୁଥିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର: କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ଜିଲ୍ଲାପାଳ, ସିଡିଏମଓ, ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ଚିଠିରେ କହିଛନ୍ତି ଯେ ବ୍ରିଟେନରେ ଚିହ୍ନଟ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1341381425891663873?s=19 ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୁନ୍ଦରଗଡ଼ରୁ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ନେଇଛି ଆଉ ୪ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୪ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୭୦ବର୍ଷୀ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲାରୁ ଜଣେ ୭୨ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି । Regret…

ରାଜ୍ୟରୁ ଦିନକରେ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୭୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଦୈନିକ ସଂକ୍ରମଣ ଚାରି ଶହ ଭିତରେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୫ଟି ରହିଛି । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୭୩ ଲକ୍ଷ ପାର୍‌

ୱାଶିଂଟନ୍: ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୭୩ଲକ୍ଷରେ ପହଞ୍ଚିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୧,୭୦୧,୬୫୬ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ବହୁ ସଂଖ୍ୟକ ଲୋକ ଏହି ରୋଗରୁ ସୁସ୍ଥ ହେଉଛନ୍ତି ରିପୋର୍ଟ ଅନୁଯାୟୀ ବିଶ୍ୱରେ ୭୭,୩୩୫,୪୪୨ ଲୋକ ସଂକ୍ରମିତ ହୋଇଥିବାବେଳେ କରୋନା…