Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭଲ ଖବର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: କରୋନା ସହ ଲଢେ଼ଇ ଭିତରେ ରାଜ୍ଯ ଦେଇଛି ଖୁସି ଖବର । ବଢୁଛି ସୁସ୍ଥତା ହାର। କମୁଛି ଆକ୍ଟିଭ କେସ୍। ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା । ଆଜି ରାଜ୍ୟରୁ ୧୩ ଶହ ୪୬ ସଂକ୍ରମିତ ସୁସ୍ଥ ହେବା ପରେ ଆକ୍ଟିଭ ସଂଖ୍ୟା ୯ ହଜାର ୨୧୭କୁ ଖସିଛି। ବର୍ତ୍ତମାନ ରାଜ୍ୟରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୪୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଭୁବନେଶ୍ୱରରେ କମୁଛି କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା । ଧୀରେ ଧରରେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି । ଗତ କିଛି ଦିନ ହେବ ରାଜଧାନୀରେ ଶହେ ତଳକୁ କରୋନା ରୋଗୀ ବାହାରୁଛନ୍ତି । ଗତ ୨୪ ଘାଂଟାରେ ୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୧ ଓ ସ୍ଥାନୀୟ ଅଂଚଳରୁ ୪୬ ଜଣ…

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଜରୁରୀ ବୈଠକ ଡାକାଇଲେ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । କରୋନାର ସେଠାରେ ତୃତୀୟ ପର୍ଯ୍ୟାୟ ଲହର ଚାଲିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଜରୁରୀ ବୈଠକ ଡକାଇଛନ୍ତି । ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ…

ଅଲୌକିକ ନାଗାର୍ଜୁନ ପରମ୍ପରା

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣ ଭିକ୍ଷା…

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି…

ଥମୁନି କରୋନା ମୃତ୍ୟୁ, ରାଜ୍ୟରେ ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂଖ୍ୟା ହେଲେ କମୁନି କରୋନା ମୃତ୍ୟୁ । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ…

ରାଜ୍ୟରେ ୮୦୦ ତଳକୁ ଖସିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ଖସୁଛି କରୋନା ଗ୍ରାଫ । ହାରୁଛି କରୋନା ଜିତିଛୁ ଓଡ଼ିଶା । ଗତ ୨୪ ଘଂଟାରେ ରାଜ୍ୟରେ ୮ଶହ ତଳକୁ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ୩୦ ଜିଲ୍ଲାରୁ ୭୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୪ଜଣ…

କାଲିଠୁ ମହାରାଷ୍ଟ୍ରରେ କୋଭିଡ୍ କଟକଣା ଭିତରେ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୪୩ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱସ୍ତରରେ କରୋନା ସଂକ୍ରମଣର ସଂଖ୍ୟା ୫.୪୩ କୋଟି ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୪୩ ହଜାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮ ହଜାର ୮୦୭ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।…