Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୦ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ସାଢେ ପାଞ୍ଚ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୮ ହଜାର ରୋଗୀ ପ୍ରାଣ ହରାଇଛନ୍ତି।…

ଦେଶରେ ଦିନକରେ ୩୮ ହଜାର କରୋନା ପଜିଟିଭ୍, ୪୪୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଲା ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୯୧ ହଜାର ୭୩୧କୁ ବୃଦ୍ଧି ପାଇଛି । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ମହାମାରୀ ନେଇଛି ଆଉ ୪୪୮…

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । Regret to…

ହାରୁଛି କରୋନା, ଜିତୁଛି ଓଡ଼ିଶା: ହଜାରେ ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ସହ ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ହଜାରେ ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୫୭୨ ଜଣ ଥିବା ବେଳେ…

ୟୁକ୍ରେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କୀଙ୍କୁ କରୋନା । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ଲେଖିଛନ୍ତି, ସମସ୍ତ କ୍ୱାରେଣ୍ଚାଇନ ସତର୍କତା ସତ୍ତ୍ୱେ ସେ ସଂକ୍ରମିତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି,…

ଗଞ୍ଜାମ ଦେଲା ଖୁସି ଖବର: ଦିନକରେ ୩୫୯୭ କୋଭିଡ୍ ଟେଷ୍ଟ, ସବୁ ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ହାରୁଛି କରୋନା, ଜିତିଛି ଗଞ୍ଜାମ ଜିଲ୍ଲା । କରୋନା ଲଢ଼େଇ ଭିତରେ ଖୁସି ଖବର ସାମନାକୁ ଆସିଛି । ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌ । ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା । ସେଥିରୁ ଜଣଙ୍କଠାରେ ମଧ୍ୟ ପଜିଟିଭ ବାହାରି ନାହିଁ । ଏନେଇ ସୂଚନା…

୯୦%ରୁ ଅଧିକ ସୁରକ୍ଷିତ Pfizer-BioNTech କୋଭିଡ ଟିକା!

ଲଣ୍ଡନ: ଏହି କରୋନା ଟିକା ୯୦%ରୁ ଅଧିକ ସୁରକ୍ଷିତ ବୋଲି ଦାବି କରିଛି ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ଏବଂ ଜର୍ମାନ ବାୟୋଟେକ୍ ଫାର୍ମ ବାୟୋଏନଟେକ୍। ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କର ପୂର୍ବରୁ କରୋନା ଲକ୍ଷଣ ନଥିଲା ସେମାନଙ୍କ ଉପରେ ତାଙ୍କ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୨୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୨୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ,  ବର୍ତ୍ତମାନ ସୁଦ୍ଧା ୩,୦୨,୭୯୩ଟି ମାମଲା ରହିଥିବା ବେଳେ ମୋଟ୍ ୨,୮୯,୬୮୯ ଜଣ ଆରୋଗ୍ୟ ଲାଭ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୭୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ…

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା। କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ  ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ସରୋଜିନୀ ପଟ୍ଟନାୟକ। କିଛି ଦିନ ଧରି ଥଣ୍ଡା,…