Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବୁଲିଯିବା କଳାହାଣ୍ଡିର ‘ଭୀମଖୋଜ’; ଆଜ୍ଞାତବାସ ସମୟରେ ଯେଉଁଠି ପାଣ୍ଡବ ମାନେ ନେଇଥିଲେ ବିଶ୍ରାମ

ଭୁବନେଶ୍ୱର: ଭୀମଖୋଜ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଅବସ୍ଥିତ ଏକ ଶୈବପୀଠ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସହରରୁ ପ୍ରାୟ ୧କିମି ଦୂର ଗଲେ ପଡେ ଭୀମଖୋଜ ପଡା । ଏଠାରେ ବିରାଜିତ ସ୍ୱୟଂ ପାତାଳେଶ୍ୱର ମହାଦେବ । ରାଜ୍ୟରେ ପ୍ରମୁଖ ଶୈବପୀଠ ମଧ୍ୟରେ ଭିମଖୋଜର ପାତାଳେଶ୍ୱର…

କାହାକୁ ଆଗ ମିଳିବ କରୋନା ଟିକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆସିବ କରୋନା ଟିକା । ଏନେଇ ସମ୍ଭାବନା ରହିଛି । ଯଦି ସବୁ କିଛି ଠିକ୍ ରୁହେ ଏବଂ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ଯଦି ଫେବ୍ରୁଆରି ସୁଦ୍ଧା ଆସେ ତେବେ ଏହି ଟିକାକୁ ପ୍ରଥମେ କାହାକୁ ଦିଆଯିବ, କେମିତି ଦିଆଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ…

ରାଜଧାନୀରେ କମୁଛି କରୋନା ସଂକ୍ରମଣ, ଆଉ ୬୪ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ବାହାରିଛନ୍ତି ଆଉ ୬୪ ଜଣ କରୋନା ପଜିଟିଭ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି । Update…

କରୋନା ପଜିଟିଭ୍ କମ୍, ବଢ଼ିଛି ସୁସ୍ଥ ହାର: ମାସେ ଭିତରେ ରାଜ୍ୟରେ ଆଶ୍ୱସ୍ତିକର ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ମାସେ…

ପୁଣି କରୋନା ନେଲା ଜୀବନ, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ମିଟର । ହେଲେ କମୁନି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୦ରୁ ଅଧିକ ସଂକ୍ରମିତଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…

ରାଜ୍ୟରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା । ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ପଜିଟିଭ ସଂଖ୍ୟା କମୁଛି । କମ୍ ସଂଖ୍ୟକ କରୋନା ଚିହ୍ନଟ ହେଉଥିଲେ ମଧ୍ୟ ଆଜି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ…

ଦେଶରେ ୮୪ ଲକ୍ଷ କରୋନା ପଜିଟିଭ୍, ମହାମାରୀରେ ଲକ୍ଷେ ୨୫ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି ଦୈନିକ କରୋନା କେସ । ୫୦ ହଜାରରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୩୫୭ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୦୮୧କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ମୃତ୍ୟୁସଂଖ୍ୟାରେ ବି ବୃଦ୍ଧି…

ଦୀପାବଳି ପର୍ବ ଏକ ପରମ୍ପରା ଅନେକ

ପୁରୀ: ଭାରତରେ ଦୀପାବଳିକୁ ବହୁତ ଧୂମଧାମରେ ପାଳନ କରାଯାଏ । ମୁଖ୍ୟତଃ ଏହା ପଂଚ ପର୍ବର ସମ୍ମିଳନୀ । ଅନ୍ୟ ଅର୍ଥରେ କାର୍ତିକ ଅମବାସ୍ୟାରୁ ଭାଇ ଦୁଜ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବରୁ ଏହା ସମ୍ପୂର୍ଣ୍ଣ ଭାବେ ପାରମ୍ପାରିକ ଢ଼ଙ୍ଗରେ ପାଳନ କରାଯାଉଥିଲା । ଏବେ ଆଧୁନିକ ଢ଼ାଂଚାରେ…

ଓଡ଼ିଆ ସଂସ୍କୃତିରେ ଦୀପାବଳୀ…

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରେ ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ । ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ…

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ୱାରେଣ୍ଟାଇନ୍ ଏବଂ ୪୮ଟି…