Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସନ୍ତୁ ଜାଣିବା ମହାନ ସାଧୁ ବୋଧିଧର୍ମଙ୍କ ବିଷୟରେ..ଯିଏ ଚୀନକୁ ଶିଖାଇଥିଲେ ମାର୍ଶାଲ ଆର୍ଟ୍ସ

ପୁରୀ:ଭାରତରେ ଅନେକ ମହାନ ଲୋକଙ୍କ ଇତିହାସ ଆମେ ପଢ଼ିନେ । ବିଦେଶରେ ସେମାନଙ୍କୁ ପୂଜା କରାଯାଉଥିବା ବେଳେ ଆମ ଦେଶରେ ସେମାନେ ହୋଇ ପଡନ୍ତି ଅଜଣା, ଅଶୁଣା । ଏହାର ମୂଖ୍ୟ କାରଣ ହେଲା ରାଜନୀତି ଓ ଗୁଲାମଗିରି । ଆସନ୍ତୁ ଜାଣିବା ଏପରି ଏକ ସାଧୁଙ୍କ ବିଷୟରେ ଯିଏ ଚୀନକୁୂ ମାର୍ଶାଲ ଆର୍ଟ୍ସ…

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ…

ପୁଣି ବଢ଼ିଲା: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ୩୯୯୧ ପଜିଟିଭ୍, ୧୧ ମୃତ

ଭୁବନେଶ୍ୱର: ପ୍ରତିଦିନ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଗତ ୨୪ ଘଣ୍ଟାରେ ଏଯାଏ ସର୍ବାଧିକ ୩ ହଜାର ୯୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୩୧୫ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୬ ଶହ ୭୬ । Covid-19 Report For 9th September New…

କରୋନା କହର: ଦେଶରେ ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ଆକ୍ରାନ୍ତଙ୍କ ଚିହ୍ନଟ, ୪୪ ଲକ୍ଷ ଟପିଲା ମୋଟ ସଂଖ୍ୟା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୭ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୭,୧୬୧ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୭,୦୪୩ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୩୦୪ ଟି ଟ୍ରୁନଟ୍‌ ପରୀକ୍ଷା…

ଜାପାନର ରହସ୍ୟମୟ ଦ୍ବୀପ, ଯେଉଁଠି ମହିଳାଙ୍କ ପ୍ରବେଶ ଉପରେ ରହିଛି ଶକ୍ତ କଟକଣା

ଭୁବନେଶ୍ୱର: ରାହସ୍ୟରେ ଭରା ଆମ ବିଶ୍ୱ । ସଂସାରରେ ଏଭଳି ଅନେକ ସ୍ଥାନ ରହିଛି ଯାହା ନିଜର ବିଶେଷତା ପାଇଁ ପ୍ରସିଦ୍ଧ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ପର୍କରେ କହିବୁ ଯେଉଁଠାକୁ ମହିଳାଙ୍କ ପ୍ରବେଶ ମନା । ଏହି ସ୍ଥାନଟି ହେଉଛି ଜାପାନର ଓକିନୋସିମା ଦ୍ୱୀପ । ଏହି ଦ୍ୱୀପକୁ ଯିବା…

ଭାରତରେ କାହିଁକି ସ୍ଥଗିତ ହେବନି ଅକ୍ସଫୋର୍ଡ ଟିକାର ଟ୍ରାଏଲ ? ସେରମକୁ DCGIର ନୋଟିସ୍

ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ପକ୍ଷରୁ ନୋଟିସ୍ ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ଭ୍ୟାକସିନ୍…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୧୧୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୦୨୩ ଜଣ ଖୋର୍ଦ୍ଧାରୁ, ୨୧୫ ଜଣ ପୁରୀରୁ, ୨୦୨ ଜଣ କଟକରୁ, ୧୫୪ ଜଣ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୨୭ ପଜିଟିଭ, ୪୦୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଏନେଇ ସ୍ପଷ୍ଟ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେରମ ଇନ୍‌ଷ୍ଟିଚ୍ୟୁଟ କହିଛି, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ…