Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଲେଶ୍ବରରେ ହେବ ଆଉ ଗୋଟିଏ କୋଭିଡ ହସ୍ପିଟାଲ

ବାଲେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ ନୂଆ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା

ଭୁବନେଶ୍ୱର: ଓଡିଶାର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। "ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ସ୍ଥିର ରହିଛି" ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମନ୍ତ୍ରୀ। ନିକଟ ଅତୀତରେ ତାଙ୍କ ସହ…

୨୪ ଘଣ୍ଟାରେ ରାଜ୍ୟରେ ୧୪ କରୋନା ଆକ୍ରାନ୍ତ ମୃତ, ଛଅ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମାଡୁଛି ଓ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୯ ଜଣ ପୁରୁଷ । 3.A 74 year old female of…

ଏଣିକି ସ୍ୱାବ୍ ଦେବା ଦିନଠୁ ୧୦ ଦିନ ହୋମ୍ ଆଇସୋଲେସନ୍

ଭୁବନେଶ୍ୱର: କୋଭିଡ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଣିକି କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡିବ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ…

ରାଜ୍ୟରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୪ ହଜାର ସଂକ୍ରମିତ ଚିହ୍ନଟ !

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ଆଜି ଏହି ସଂଖ୍ୟା ୪ ହାଜର ପାଖାପାଖି ପହଞ୍ଚିଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୯ ଶହ ୯୬ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୩୫୯ ଓ…

ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦,୦୪୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୫୧୧ ଜଣଙ୍କର ଆଣ୍ଟିଜେନ, ୭୩୪୫ ଟି ଆରଟିପିସିଆର୍ ଓ ୧୮୮ ଟି ଟ୍ରୁନଟ୍‌ ପରୀକ୍ଷା…

ଉପରମୁଁହା ମୃତ୍ୟୁର ମିଟର: ୨୪ ଘଣ୍ଟାରେ ଯାଇଛି ୧୨୦୯ ମୁଣ୍ଡ, ମୋଟ ସଂଖ୍ୟା ୭୬ ହଜାର ପାର୍

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ…

ଆସୁଛନ୍ତି ମାଆ; ବିଭିନ୍ନ ଶକ୍ତିପୀଠରେ ଷୋଡଶପୂଜା ଉପଚାର ଆରମ୍ଭ

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ । ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀଠାରୁ ମାଆଙ୍କୁ ନିଦରୁ…

ଏହି ଗାଁ ଲୋକଙ୍କ ଭାଷା ଅନ୍ୟ ମାନଙ୍କ ପାଇଁ ଅବୁଝା, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: କୁହାଯାଏ ଭାଷା ହିଁ ଯୋଗାଯୋଗର ଏକ ବଲିଷ୍ଠ ମାଧ୍ୟମ । ତେବେ ଯଦି କାହା ଭାଷା ଆପଣ ବୁଝି ପାରିବେ ନାହିଁ କି ଆପଣଙ୍କ ଭାଷା ଅନ୍ୟମାନେ ବୁଝି ପାରିବେ ନାହିଁ ତେବ ଭାବନ୍ତୁ ଜୀବନ ବଞ୍ଚିବା କେତେ ମୁସ୍କିଲ ହୋଇଯିବ। ଭାରତରେ ବଭକି ଅନେକ ଅନେକ ରହସ୍ୟମୟ କଥା ଲୁଚି ରହିଛି ଯାହାକୁ…