Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ପାଇଁ ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ଗଣେଶ ପୂଜା

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ । ସାଧାରଣତଃ ବିଭିନ୍ନ ସ୍କୁଲ, କଲେଜ, ଅଫିସ ଏପରିକି ଘରେ ଘରେ ବେଶ୍ ଆଡମ୍ବରରେ ପାଳିତ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା । କିନ୍ତୁ ଚଳିତ ଥର କରୋନା କଟକଣା ଯୋଗୁଁ ସାର୍ବଜନୀନ ପୂଜା ଉପରେ ରୋକ ଲାଗିଛି । କୌଣସି ସ୍ଥାନରେ ଯେମିତି ଲୋକଙ୍କ ଭିଡ ନ ଲାଗିବ ସେଥି…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

[ଭିଡିଓ] ଚର୍ଚ୍ଚାରେ ଗଣପତି ବାପ୍ପାଙ୍କ ବିଶାଳକାୟ ପ୍ରତିଛବି !

ମହାରାଷ୍ଟ୍ର: ରାତି ପାହିଲେ ଆସିବେ ଗଜାନନ । ହେଲେ କରୋନା ଚଡକରେ ଫିକା ପଡିବ ଗଣେଶ ପୂଜା ଉତ୍ସବ । ବାହାରେ ବଜାରେ ହେବନି ଜାକଜମକରେ ପୂଜାର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ପ୍ରତି ଘରେ ପୂଜିତ ହେବେ ପ୍ରଭୁ ଗଜାନନ । ଏପରି ସ୍ଥିତିରେ ମହାରାଷ୍ଟ୍ର ସୋଲାପୁରର ଯୁବାବର୍ଗ ଗଣପତିଙ୍କ ପାଇଁ…

ଏକେ-୪୭ ବିକି ପେଟ ପୋଷୁଛନ୍ତି ଆତଙ୍କବାଦୀ ବୋହୂ !

ଭୁବନେଶ୍ୱର: କରୋନା ସମୟରେ ସମଗ୍ର ବିଶ୍ୱ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ଅଭାବ ଅସୁବିଧାରେ ପଡିଛନ୍ତି । ଏପରି ସ୍ଥିତିରେ ଜଣେ ମହିଳା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବନ୍ଧୁକ ବିକି ପେଟ ପୋଷିବା ଖବର ସାମ୍ନାକୁ ଆସିଛି । କଠିନ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୨୭ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୨୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୭୨,୭୧୮ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୦,୫୦୩ ଜଣ ଆରୋଗ୍ୟ…

ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ସମ୍ପର୍କରେ

ପୁରୀ: ରାତି ପାହିଲେ ଗଣେଶ ଚତୁର୍ଥୀ । ଆସନ୍ତୁ ଜାଣିବା ଏହି ଅବସରରେ ବିଘ୍ନନାଶକଙ୍କ ବିବାହ ସମ୍ପର୍କରେ । ଶିବ ଓ ପାର୍ବତୀଙ୍କ ପୁତ୍ର ଗଣେଶଙ୍କର ହାତୀ ମୁହଁ ହୋଇଥିବାରୁ ତାଙ୍କୁ କନ୍ୟା ଦେବାକୁ କେହି ରାଜି ହେଉ ନ ଥିଲେ । ଯାହା ଫଳରେ ଗଣେଶ ସର୍ବଦା ମନ ଦୁଃଖରେ ରହୁଥିଲେ । ଧିରେ ଧିରେ ସେ…

ଆଉ ଜଣେ ବିଜେଡି ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ଜଣେ ବିଜେଡି ବିଧାୟକ ଶୁକ୍ରବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ଟ୍ୱିଟ୍ କରି କହିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାନ୍ତୁ ଏବଂ ସରକାରଙ୍କ ପକ୍ଷରୁ…

୮ ଟ୍ରାଫିକ୍ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୩୨୪ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ନକ୍ଷତ୍ର ବିସ୍ଫୋରଣ ଯୋଗୁ ୩୬ କୋଟି ବର୍ଷ ତଳେ ପୃଥିବୀରେ ଶେଷ ହୋଇ ଯାଇଥିଲା ଜୀବନ

ନ୍ୟୁୟର୍କ: ପୃଥିବୀ ପୃଷ୍ଠରେ ଅନେକ ଥର ପ୍ରଳୟ ଆସିଛି । ପ୍ରତି ଥର ଭିନ୍ନ ଭିନ୍ନ କାରଣରୁ ପ୍ରଳୟ ଆସିଥିଲେ ମଧ୍ୟ ସବୁଠାରୁ ଭୟଙ୍କର ଥିଲା ୩୬ କୋଟି ବର୍ଷ ତଳର ନକ୍ଷତ୍ର ବିସ୍ଫୋରଣ । ଏଥିଯୋଗୁ ପୃଥିବୀରେ ଜୀବନସତା ଲୋପ ପାଇ ଯାଇଥିଲା । ପୂର୍ବରୁ ପୃଥିବୀ ପ୍ରଳୟ ପଛରେ କାରଣ ଭାବେ ଆଷ୍ଟରୟଡ,…

ଲାଲୁ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଡ୍ୟୁଟି ବର୍ତ୍ତମାନ ବାଦ ଦିଆଯାଇଛି । ଲାଲୁଙ୍କୁ ବର୍ତ୍ତମାନ କେଲି ଡାଇରେକ୍ଟର୍ସ ବଙ୍ଗଳାରେ ରଖାଯାଇଛି । କିଛି ଦିନ ପୂର୍ବରୁ…