Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ପବିତ୍ର ଏକାଦଶୀ ତିଥିରେ ‘ମହାଦୀପ’ ନେଇ ଶ୍ରୀମନ୍ଦିର ଶୀର୍ଷଦେଶକୁ ଯାଉଥିବା ଧ୍ୱଜାବନ୍ଧା ସେବକ ବୋଲିଥାଏ :- “ହରି ବୋଲି ବୋଲହେ – ହରି ବୋଲି ବୋଲି ହେ…

‘ଜଗା-କାଳିଆ’ ୨/୩ ଦିନ ଭିତରେ ଏମ୍ସରୁ ଡ଼ିସଚାର୍ଜ ହେବେ, ଶିଘ୍ର ଓଡ଼ିଶା ଫେରିବେ ଦୁଇ ଭାଇ – ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡରୁ ଅସ୍ତ୍ରୋପଚାର ହୋଇ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ୨/୩ ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କରି ଏମ୍ସରୁ ଡ଼ିସଚାର୍ଜ ହେବେ । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ଦୁଇ ଭାଇ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।…

ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠା ଏବେ ବାସ୍ତବ ଲାଗୁଛି: ରଘୁନାଥ ମହାପାତ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ଶନିବାର ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ହେବା ପରେ କହିଛନ୍ତି, ଏବେ ମୋର ଦ୍ୱିତୀୟ କୋଣାର୍କ ନିର୍ମାଣ କରିବାର ସ୍ୱପ୍ନ କ୍ରମେ ବାସ୍ତବତାର ରୂପ ନେବ…

ରଥଯାତ୍ରା: ବଳଗଣ୍ଡିରେ ଅଟକଥିବା ନନ୍ଦିଘୋଷ ରଥ ଟଣାଗଲା, ଗୁଣ୍ଡିଚା ମନ୍ଦିରକୁ ଟାଣିନେଲେ ସହସ୍ରାଧିକ ଭକ୍ତ

ପୁରୀ : ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ଏହି ଯାତ୍ରା ହେଉଛି ରଥଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବଡ଼ଭାଇଙ୍କ ତାଳଧ୍ୱଜ ରଥ ଓ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ କିନ୍ତୁ ବଳଗଣ୍ଡି ଛକରେ ଅଟକି…

ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନିରଥ ପହଞ୍ଚିଲେ, ୧୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଅତ୍ୟନ୍ତ ଶୃଙ୍ଖଳାର ସହିତ ବହୁ ପ୍ରତିକ୍ଷୀତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ ପାଳିତ ହୋଇଯାଇଛି । ପ୍ରଥମଥର ଲାଗି ପ୍ରାୟ ଦେଢଘଣ୍ଟା ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ…

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଯୁବ ଗବେଷକ ଓ ନବପ୍ରବର୍ତ୍ତକଙ୍କ ବିଜ୍ଞାନ ମେଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆରମ୍ଭ ହୋଇଥିବା ଆଇଆର୍ଆଇଏସ୍ ନ୍ୟାସ୍ନାଲ୍ ସାଇନ୍ସ ଫେୟାରରେ ସାଉଥ୍-ଇଷ୍ଟ ଇଣ୍ଡିଆ ରିଜିଓନାଲ୍ କ୍ୟାମ୍ପରେ ଭିନ୍ନ ଧରଣର ଏକ ମେସିନ୍ ପ୍ରଦର୍ଶିତ ହୋଇଛି । କେମିତି ହୁଅନ୍ତା ଏମିତି କୋ÷ଣସି ମେସିନ୍ ମଣିଷକୁ ମନେ…

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା…

ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟ ସିଟି: ଭୁବନେଶ୍ୱର ୩୨ ତମ ସ୍ଥାନରେ

ଭୁବନେଶ୍ୱର : ଭାରତର ନଂ ୧ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ ପରେ ଏବେ ସମଗ୍ର ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ୩୨ତମ ସ୍ଥାନରେ ରହିବାର ସଫଳତା ହାସଲ କରିଛି । ସିଙ୍ଗାପୁରର ‘ଇଡ଼େନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ’ ନାମକ ଏକ ସର୍ଭେ ସଂସ୍ଥା ତାଙ୍କର ସଦ୍ୟତମ…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…