Latest Odisha News

BREAKING NEWS

Browsing Category

ରହସ୍ୟ

ନରସିଂହପୁରର ପ୍ରଗଳା ଠାକୁରଣୀ; ଯେଉଁଠି ଶୂନ୍ୟରେ ଉଡୁଛି ଖଣ୍ଡା…

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଆମ ଓଡିଶାରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଲୋକଲୋଚନକୁ ମଧ୍ୟ ଆସିପାରି ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ରହସ୍ୟମୟ ଠାକୁରାଣୀ ପୀଠ ସମ୍ପର୍କରେ । ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ରହସ୍ୟମୟ ପୀଠରେ ଶୂନ୍ୟରେ ଉଡୁଛି…

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି…

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ…

ଓଡ଼ିଆ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଗବେଷଣା; ପୌରାଣିକ ସରସ୍ୱତୀ ନଦୀର ମିଳିଲା ସନ୍ଧାନ !

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ, ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟ ଏବଂ ତାଙ୍କ ଅଧିନରେ ପିଏଚ୍.ଡି. କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରିର…

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ…

ମହିଳାଙ୍କୁ ଘାରିଛି ପାଉଡ଼ର ଖାଇବା ନିଶା; ୧୫ ବର୍ଷରେ ଖର୍ଚ୍ଚ କଲେଣି ୮ ଲକ୍ଷ ଟଙ୍କା !

ଭୁବନେଶ୍ୱର: ସାଧାରଣତଃ ମହିଳାମାନେ ସଜେଇ ହେବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନଙ୍କୁ ସ୍ନୋ, ପାଉଡର, ଲିପଷ୍ଟିକ ଭଳି ବିଭିନ୍ନ ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ରହିଥାଏ। ତେବେ ଆଜି ଆମେ ଆପଣଙ୍କ ଜଣେ ଅଦ୍ଭୁତ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ଯାହାଙ୍କର ପାଉଡର ପ୍ରତି ରହିଛି…

ଏହିଭଳି ଭାବରେ ରିଷ୍ଟୋର କରନ୍ତୁ ହ୍ଵାଟ୍ସଆପରେ ଡିଲିଟ ହୋଇଯାଇଥିବା ମେସେଜ !

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ଆବାଳ ବୃଦ୍ଧ ବନିତା ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ବିଶେଷ କରି ହ୍ଵାଟ୍ସଆପ ଓ ଫେସବୁକ ସହ । ହ୍ଵାଟ୍ସଆପ ଆମର ଉଭୟ ପର୍ସନାଲ ଓ ପ୍ରଫେସନାଲ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହା ମାଧ୍ୟମରେ ଅନେକ ଦରକାରୀ କାର୍ଯ୍ୟ…

ଚନ୍ଦ୍ର ନଥିଲେ କ’ଣ ହୁଅନ୍ତା ପୃଥିବୀର ଅବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ବିଭିନ୍ନ ଗ୍ରହ ତଥା ଉପଗ୍ରହ ମାନଙ୍କୁ ନେଇ ଗଠିତ ଆମ ସୌରଜଗତ । ଏଥିରେ ଲକ୍ଷାଧିକ ନକ୍ଷତ୍ର, ୯ ଟି ଗ୍ରହ ଓ ଉପଗ୍ରହ ଚନ୍ଦ୍ର ଅବସ୍ଥାପନ କରନ୍ତିବ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ, ସୌରଜଗତରେ ଚନ୍ଦ୍ର ଅନୁପସ୍ଥିତ ରହିଥିଲେ ଆମର କଣ ଅସୁବିଧା ହୋଇଥାଆନ୍ତା? ତବେ…

ରହସ୍ୟମୟ ଗାଁ’ ମାନା; ବ୍ୟାସଦେବ ଯେଉଁଠି ରଚନା କରିଥିଲେ ଚତୁର୍ବେଦ !

ଭୁବନେଶ୍ୱର: ଭାରତର ଶେଷ ଗାଁର ନାମ ହେଉଛି ମାନା । ଏହା ଏକ ରହସ୍ୟମୟ ଗାଁ । ଲୋକକଥା ଅନୁସାରେ ଏହିଠାରେ ବେଦବ୍ୟାସ ଚାରି ବେଦର ରଚନା କରିଥିଲେ । ଉତରାଖଣ୍ଡର ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ । ଶ୍ରୀଗଣେଶ ମହାକାବ୍ୟ ମହାଭାରତ ଏଠାରେ ରଚନା କରିଥିଲେ । ମାନାରେ…

ଜାଣନ୍ତୁ, ମଣିଷ ଶରୀର ସମ୍ପର୍କରେ ୧୦ ଟି ଅଜଣା କଥା…

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ସବୁଠୁଁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ । ତେବେ ଉପରକୁ ଚିକ୍କଣ ଦେଖା ଯାଉଥିବା ମଣିଷ ଶରୀର ମଧ୍ୟରେ ପ୍ରତିଦିନ କେତେ କଣ ଘଟୁଛି ତାହା କଳ୍ପନା କରିବା ଏକପ୍ରକାର ଅସମ୍ଭବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମଣିଷ ଶରୀର ସମ୍ପର୍କରେ କିଛି ଅଜଣା ରୋଚକ…