Latest Odisha News
Browsing Category

ରହସ୍ୟ

ଏପରି ମନ୍ଦିର ଯେଉଁଠି ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ ପହଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ…

ରହସ୍ୟମୟ ଦ୍ୱାରିକା ନଗରୀ, ରହିଛି ଏମିତି ରହସ୍ୟ ଯାହା ଆଜିବି ହୋଇନାହିଁ ପ୍ରମାଣିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ପ୍ରାଚୀନ କଥା ଏବଂ ପୁରାଣ ରୁ ଆମେ ଅନେକ କାହାଣୀ ଶୁଣିଛୁ ଯାହାକି ଖୁବ ରହସ୍ୟମୟ ଅଟେ । ସେସବୁର କିଛି ଅଦ୍ଭୁତ କାରଣ ବି ରହିଥାଏ । ଆପଣ ମାନେ ଜାଣନ୍ତି କି, ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଇତିହାସ କୁହେ…

ରହସ୍ୟମୟ ଗୋଲକୋଣ୍ଡା ଦୁର୍ଗ: ଏମିତି ଥିଲା ନିର୍ମାଣଶୈଳୀ, ଜାଣନ୍ତୁ ପୂରା କାହାଣୀ…

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ଭାରତର ୩ ଟି ରହସ୍ୟମୟ ମନ୍ଦିର: ଯେଉଁଠି ମୂର୍ତ୍ତିମାନେ ହୁଅନ୍ତି କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ପ୍ରତି ମନ୍ଦିର ଭିନ୍ନ ଭିନ୍ନ ମାନ୍ୟତା ଏବଂ ଚମତ୍କାରିତା ପାଇଁ ପ୍ରସିଦ୍ଧ ଅଟେ। ଏହାଛଡ଼ା ଭାରତରେ ଏମିତି କିଛି ମନ୍ଦିର ଅଛି, ଯାହା ରହସ୍ୟମୟ ଏବଂ ବିଚିତ୍ର। ତେବେ ଏମିତି ୩ଟି ବିଚିତ୍ର ଏବଂ ରହସ୍ୟମୟ ମନ୍ଦିର ବିଷୟରେ…

ରହସ୍ୟମୟ ବାବା ବର୍ଫାନୀ, ହ୍ରଦରେ ଦର୍ଶନ ଦେଇଥାନ୍ତି ଶେଷନାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାର୍ମିକ ମାନ୍ୟତା ଅନୁସାରେ ଅମରନାଥ ଯାତ୍ରାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ତୀର୍ଥ ଯାତ୍ରା ଭାବରେ ପରିଗଣିତ ହୋଇଥାଏ । ଅମରନାଥ ଧାମକୁ ଯାତ୍ରା କରିବା ପାଇଁ ମାର୍ଗ ଦେଇ ଯିବାକୁ ପଡ଼େ ସେଠାରେ ଶେଷନାଗ ନାମରେ ଏକ ହ୍ରଦ ଅବସ୍ଥିତ । ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ…

ଆପଣ ଜାଣନ୍ତି କି ବଦ୍ରିନାଥ ମନ୍ଦିରରେ କାହିଁକି ଶଙ୍ଖ ଫୁଙ୍କାଯାଏ ନାହିଁ, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ବିବେଚନା କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫଉଙ୍କା ହେଲେ ପୂଜା…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ…