Latest Odisha News
Browsing Category

ରହସ୍ୟ

ବେଳାଭୂମିରେ ଉଲଗ୍ନ ଅବସ୍ଥାରେ ଫଟୋ ଉଠାଇଲେ ୨୫୦୦ ଲୋକ, କଣ ରହିଛି ରହସ୍ୟ ଜାଣନ୍ତୁ….

ନୂଆଦିଲ୍ଲୀ : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି  । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ…

ରହସ୍ୟମୟ ଢ଼ଙ୍ଗରେ ଗାଏବ ହୋଇ ଯାଇଥିଲା ଟ୍ରେନ ଏବଂ ଏହାର ଯାତ୍ରୀ !

ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ…

[ଦେଖନ୍ତୁ ଭିଡିଓ] ପ୍ରେମୀ ଯୁଗଳଙ୍କ ରକ୍ଷାକର୍ତ୍ତା ସାଙ୍ଗଡ ଗାଁର ଶଙ୍ଗଚୂଳ ମହାଦେବ

ହିମାଚଳପ୍ରଦେଶ: ଯଦି ଆପଣ ପ୍ରେମ କରୁଛନ୍ତି । ଆଉ ସମାଜ ତାର ବିରୋଧୀ। ତେବେ ଏହି ମାମଲାରେ ଜଣେ ହିଁ ମାତ୍ର ରକ୍ଷାକର୍ତ୍ତା। ଏହି ସ୍ଥାନକୁ ଚାଲିଗଲେ କେବଳ ସେହି ରକ୍ଷକ ନୁହନ୍ତି ପୁରା ଗାଁ ଲୋକଙ୍କ ପ କ୍ଷରୁ ମିଳେ ସାହାଯ୍ୟ ସହଯୋଗ । ପ୍ରେମୀ ଯୁଗଳଙ୍କ ପାଇଁ ବେଶ ନିରାପଦ ସ୍ଥାନ। ଦେବତାଙ୍କ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁଇସାଇଡ଼ ଜଙ୍ଗଲ: ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ

ଦିଲ୍ଲୀ : ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ ଆମ ଚାରିପଟେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲିଛି । କିଛି ଜାଣତରେ ଆଉ କିଛି ଅଜାଣତରେ । କିଛି ଆମେ ଗ୍ରହଣ କରୁଛେ ଆଉ କିଛି ଚାହିଁଲେ ବି ଆମେ…

[ଦେଖନ୍ତୁ ଭିଡିଓ] ୨ହଜାର ବର୍ଷ ହେଲା ଜଳୁଛି ମାଆ ହରସିଦ୍ଧିଙ୍କ ଅଖଣ୍ଡ ଜ୍ୟୋତି

 ମଧ୍ୟପ୍ରଦେଶ : ମାଆର ନାମ ସ୍ମରଣ କରିଲେ ସମସ୍ତ ଦୁଃଖ କଷ୍ଟ ହରଣ ହୁଏ। ମାଆ ନିକଟରେ ଯାହା ମାନସକି କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।  ପ୍ରତ୍ୟେକ୍ଷ ଠାକୁରାଣୀର ଚମତ୍କାରୀ ଆସ୍ଥାନ। ଏହି ସ୍ଥାନକୁ ଯିଏଆସିଲେ ଖାଲି ହାତରେ କେହି ବି ଫେରିନାହିଁ ।  ଉଜ୍ଜୟିନୀର ବିଜାନଗରୀରେ ହଜାର…

[ଦେଖନ୍ତୁ ଭିଡିଓ] ସମୁଦ୍ର ମଝିରେ ରହସ୍ୟମୟୀ ତନାହଲୋତ: ଦିନ ରାତି ସୁରକ୍ଷା ଦେଉଛି ସାପ

ଇଣ୍ଡୋନେସିଆ: ଧର୍ମ ଆଉ ବିଶ୍ୱାସ। ଏହି ଆଧାରରେ ଆମେ। ଭାରତରେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ମନ୍ଦିର ଭଗବାନଙ୍କ ଉପରେ ରହିଛି ଆମର ଅଗାଢ ବିଶ୍ୱାସ। କେବେଳ ଯେ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଛି ସ୍ଥାନରେ ଭଗବାନଙ୍କ ମନ୍ଦିର ଅଛି। ତା ପୁଣି ଅକ୍ଷୁର୍ଣ୍ଣ । ଆଉ ସେହି ମନ୍ଦିରରେ…

[ଦେଖନ୍ତୁ ଭିଡିଓ] ଦେବୀ ମନ୍ଦିରରେ ଅଲୌକିକ ମହିମା : ପାଣିରେ ଜଳୁଛି ଅଖଣ୍ଡ ଦୀପ

ମଧ୍ୟପ୍ରଦେଶ: ଆମ ଚାରିପଟେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ସବୁ ମନ୍ଦିରର କିଛି ନା କିଛି ରହିଛି ମାହାତ୍ମ୍ୟ । ଏମିତି ଏକ ମନ୍ଦିର ଅଛି ଯେଉଁଠି ମାଆଙ୍କ ନିକଟରେ ବର୍ଷ ବର୍ଷ ଧରି ଦୀପ ଜଳୁଛି । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଦୀପ ଗୁଡିକ ତେଲ କି ଘିଅରେ ଜଳିନଥାଏ । ସବୁ ଦୀପ ଜଳୁଛି…

[ଦେଖନ୍ତୁ ଭିଡିଓ] ବୀରଗୋବିନ୍ଦପୁରର ରହସ୍ୟମୟୀ ଜଗତଜନନୀ ମାଆ ଦକ୍ଷିଣକାଳୀ

ପୁରୀ : ସେ ହେଉଛି ରହସ୍ୟମୟୀ ।  ସେ ହେଉଛି ଜଗତଜନନୀ । ଯେଉଁ ସମୟରେ ଡାକିଲେ ବି ତାର ଉପସ୍ଥିତି ଜାହିର କରେ। ଯେତେ ବଡ଼ ବିପଦ ହେଉ ପଛେ ନା ସ୍ମରଣ କରିବା ମାତ୍ରକେ ବିପଦ ବିଚାଲିଯାଏ। ଏଠି ରହିଛି ଅଲୌାକିକ ମହିମା। ଏ ହେଉଛି ଜଗତଜନନୀ ମାଆ ଦକ୍ଷିଣକାଳୀ। ବଡ଼ ରହସ୍ୟମୟୀ ଠାକୁରାଣୀ ସେ । ଯାହର…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଗଛରେ ଇନ୍ଦ୍ରଧନୁର ସାତ ରଙ୍ଗ

ଭୁବନେଶ୍ୱର : ପ୍ରକୃତିର ବିଚିତ୍ର ନିୟମ। ଆଖି ସାମନାରେ ଦେଖିଲେ ବି ତାର ଅସ୍ତିତ୍ୱ ସମ୍ପର୍କରେ ବୁଝି ହୁଏନି । ଏମିତି ଏକ ବିଚିତ୍ର ଗଛ। ଯେଉଁଥିରୁ ବକ୍କଳ ବାହାରିଲା ପରେ ଗଛରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟିି ହୋଇଥାଏ । ଏହା ବି ଏକ ସାଧାରଣ ଗଛ ହେଲେ ଏଥିରେ ଇନ୍ଦ୍ରଧନୁର ସାତ ରଙ୍ଗର ସମାହାର।…

[ଦେଖନ୍ତୁ ଭିଡିଓ] ୧୨ ବର୍ଷରେ ଥରେ ପ୍ରସ୍ଫୁଟିତ ରହସ୍ୟମୟୀ ଦୁର୍ଲ୍ଲଭ ନୀଲକୁରିଞ୍ଜି ଫୁଲ

 ଭୁବନେଶ୍ୱର:  ତାର ରଙ୍ଗରୂପ ବେଶ ନିଆରା। ସବୁ ଦିନ କି ସବୁ ଋତୁରେ ଆସେନି। ବହୁ ଦୁର୍ଲ୍ଲଭ ଆଉ ରହସ୍ୟମୟୀ ହେଉଛି ସେ। ବହୁ ବର୍ଷରେ ଥରେ ଆଗମନ ହୋଇଥାଏ। ଆଉ ତାର ସୌନ୍ଦର୍ଯ୍ୟର ଫୁଆରା ସବୁଆଡେ ବିଚ୍ଛୁରିତ ହୋଇଯାଏ। ତାକୁ ଦେଖିବାକୁ ଦେଶ ବିଦେଶରୁ ବି ଲୋକ ଛୁଟି ଆସନ୍ତି।  ଏ ହେଉଛି ସେହି…