Latest Odisha News

BREAKING NEWS

Browsing Category

ସାଧାରଣତନ୍ତ୍ର ଦିବସ

Republic Day 26th January

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ, ୧୦ଟି ରୋଚକ କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା... ଆମ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩ ବର୍ଷ…

ସାଧାରଣତନ୍ତ୍ର ଦିବସରେ କାହିଁକି କରାଯାଏ ପ୍ୟାରେଡ୍‌; ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଦିନ ରାଜପଥରେ ପ୍ୟାରେଡ୍ କରାଯାଉଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରିହର୍ସଲ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଲାଗି ରାଜଧାନୀରେ କିଭଳି ରହିଛି ଟ୍ରାଫିକ୍ ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପ୍ୟାରେଡ୍ ଆୟୋଜିତ କରାଯିବ । ଏପରିକି ପ୍ୟାରେଡର ପୂର୍ବାଭ୍ୟାସ ତଥା ଯାନବାହନ ଚଳାଚଳକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।…

ଭାରତ ପାକିସ୍ତାନ ବିଭାଜନର ଅକୁହା କାହାଣୀ: କିପରି ହେଲା ଭାଗ, ଜାଣନ୍ତୁ…

ନୂଆଦିଲ୍ଲୀ: ୩ ଜୁନ ୧୯୪୭ । ଏହା ଇତିହାସର ସେହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଗଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା । ଭାରତ-ପାକିସ୍ତାନର ବିଭାଜନ ପାଇଁ…

ସାଧାରଣତନ୍ତ୍ର: ତଥାପି ବି ଯିବାକୁ ଅଛି ଅନେକ ଦୂର…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ସାଧାରଣତନ୍ତ୍ର । ଏହା ଆମ ପାଇଁ ଯେତିକି ଗୌରବର ବିଷୟ, ସେତିକି ଆହ୍ୱାନର ବିଷୟ ବି । ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହେଉଛି, ଏହା ହରଣ ହୋଇଯିବାର ଭୟ ଅଛି ଓ ଏହାର ଆଢ଼ୁଆଳରେ…