Latest Odisha News

BREAKING NEWS

Browsing Category

ଅପରାଧ

ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲା, କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ନିଲମ୍ବିତ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପରେ ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନ୍ଦିର କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଶୃଙ୍ଖଳା ଏବଂ…

ଭିଜିଲାନ୍ସ ଜାଲରେ ଫସିଲେ ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜୟପୁରର ଉପନିର୍ଦ୍ଦେଶକ (ଭୂତତ୍ତ୍ୱ)-କମ-ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଗିରଫ କରିଛି। ସେ ଜଣେ ଲିଜ୍ ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଅନୁଯାୟୀ, ସେ ଏକ ଖଣି ଲିଜ୍‌ର ଅବଧି ବୃଦ୍ଧି କରିବା ଏବଂ ବାଲି ଉତ୍ସର ଆଗାମୀ ସ୍ପଟ୍…

ନୟାଗଡ଼ରେ ଯୁବକକୁ ପିଟିପିଟି ମାରିଦେଲେ…

ନୟାଗଡ: ନୟାଗଡ ଜିଲ୍ଲାର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଅପହରଣ ଏବଂ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୟାଗଡ ସଦର ଥାନା ଅନ୍ତର୍ଗତ ଡାଲିମ୍ବାମାଡା ଗ୍ରାମର ଅଭିମନ୍ୟୁ ସାହୁ ରବିବାର ସନ୍ଧ୍ୟାରେ ଦୋକାନକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପରିବାର…

ବାଂଲାଦେଶରେ ରାଲି ବେଳେ ବୋମା ବିସ୍ଫୋରଣ; ୩ ଆହତ

ଢାକା: ବାଂଲାଦେଶର ଢାକା ନିକଟବର୍ତ୍ତୀ ସାଭରରେ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ର ଏକ ରାଲି ସମୟରେ ବୋମା ବିସ୍ଫୋରଣ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନେ ଏହି ରାଲିର ନେତୃତ୍ୱ…

ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ…

ଚମ୍ପୁଆରେ ପୋଲିସର ଏନ୍‌କାଉଣ୍ଟର; ଅଭିଯୁକ୍ତ ମହମ୍ମଦ ନଫିସ ଆହତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାରେ ଅଭିଯୁକ୍ତ ମହମ୍ମଦ ନଫିସକୁ ଏନ୍‌କାଉଣ୍ଟର କରିଛି ପୋଲିସ। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଝାଡ଼ଖଣ୍ଡର ମାଝିଗାଁରୁ ନଫିସକୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ପୋଲିସ ତାଙ୍କୁ ସୋମବାର ସକାଳେ ପାଟଲା…

ସହିପାରିଲେନି ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁ; ଚାଲିଗଲା ଜେଜେଙ୍କ ଜୀବନ

ପୁଣେ: କେତନ ଅଗ୍ରୱାଲଙ୍କ ମୃତ୍ୟୁରେ ମ୍ରିୟମାଣ ଥିବା ଅଗ୍ରୱାଲ ପରିବାରରେ ପୁଣି ଏକ ଦୁଃଖର ଲହରୀ ଖେଳିଯାଇଛି। ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁର ସତର ଦିନ ପରେ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କ ଶନିବାର ରାତିରେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ…

ଭିଜିଲାନ୍ସ ଜାଲରେ ସରପଞ୍ଚ; ୨୦ ହଜାର ଲାଞ୍ଚ ନେଇ ଫସିଲେ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରବିବାର ଦିନ ଜଣେ ସରପଞ୍ଚଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମନା ଗ୍ରାମ ପଞ୍ଚାୟତର…

ଥାନାରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବ୍ୟୁଟି ମହାନ୍ତିଙ୍କ ଶନିବାର ସକାଳେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରାଯାଇଛି। ତିନି ମହଲା ପୋଲିସ ଷ୍ଟେସନ କୋଠାର ଉପର ମହଲାରେ ଥିବା ବିଶ୍ରାମଗାର ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।…

ବଦ୍ରିନାଥ ଓ କେଦାରନାଥରେ ହେଉଛି କି ଦାନ ଟଙ୍କା ଚୋରି, ତଦନ୍ତ ନିର୍ଦ୍ଦେଶ 

ଡେରାଡୁନ: ରାମ ମନ୍ଦିର ଦାନ ଚୋରି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେଉଛି।ଯେଉଁଥିରେ ଦାବି କରାଯାଇଛି ଯେ ବଦ୍ରିନାଥ ମନ୍ଦିରରେ ପ୍ରାପ୍ତ ଦାନ ଏବଂ…