Latest Odisha News

BREAKING NEWS

Browsing Category

ଅପରାଧ

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟି ୪ ଗରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ଏହି ହିଂସାକାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଆଜି ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ ନମ୍ବର ୮ରେ ମତଦାନ ଚାଲିଥିଲା । ଏହି…

କୁବେର ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା: ୨୨ ଘଣ୍ଟା ରେଡ୍, ୨୨କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଖୋଲୁଛି କୁବେର ପୋଲିସ ବାବୁ ତ୍ରିନାଥ ମିଶ୍ରଙ୍କ କଳାଧନର ଗୁମର । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ତାଲିକା ଦେଖି କାବା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଅମାପ ସମ୍ପତ୍ତି । ୨୨ ଘଣ୍ଟାର ମାରାଥନ୍ ରେଡ୍ ପରେ ପାଖାପାଖି ୨୨ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ…

[ଦେଖନ୍ତୁ ଭିଡିଓ] ପୁରୀରୁ ବ୍ରାଉନସୁଗର ଜବତ: ମାଫିଆ ଫିରୋଜ ଖାନ ସହ ୪ ଗିରଫ

ପୁରୀ: ଗିରଫ ହେଲେ ବ୍ରାଉନସୁଗର ମାଫିଆ । ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩୫୬.୬୬…

ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସର ଚାକିରିରୁ ବିଦା

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ଭିତରେ ଅଛନ୍ତି ପୋଲିସ ଡିଏସପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ।…

ପାକିସ୍ତାନ: ଖାଲି କୋଠାରୁ ୧୦ହଜାର ୫୭୫କୋଟି ୬୨ଲକ୍ଷ ୧୦ହଜାର ଟଙ୍କାର ଡ୍ରଗ୍ସ ଜବତ

କରାଚି: ପାକିସ୍ତାନରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ନେଇ ପାକର ସିନ୍ଧ ଅବକାରି ବିଭାଗ ଓ ନାର୍କୋଟିକ୍ସ ନିୟନ୍ତ୍ରଣ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନାର୍କୋଟିକ୍ସ ଟିମ ଏକ ଖାଲି କୋଠାରୁ ୧.୪ ଡଲାରର ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ…

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ…

୫ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ୫ ଜଣ ନକଲି ମାଓବାଦୀ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରୁ ୪ ଜଣ ଓ ଶେଷଖାଲରୁ ଜଣେ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀଙ୍କ ନାଁରେ ଗାଡ଼ି ପୋଡିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ଗତ ଜାନୁଆରୀ ୨୨ରେ ବୁଡ଼ାଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍‌ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ…

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ …

ବିକ୍ରି ହେଲାନି ଧାନ, ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

କେନ୍ଦୁଝର: ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଂଚଳର ଯମୁନାପଶି ଲ୍ୟାମ୍ପରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଆଜି ଧାନ ବିକ୍ରି ହୋଇନପାରିବାରୁ ଜଣେ ଚାଷୀ ଧନ ରଖାଯାଇଥିବା ଗୋଦାମରେ ନିଆଁ ଲଗାଇଦେଇଥିବା…