Latest Odisha News

BREAKING NEWS

Browsing Category

ଅପରାଧ

ଝାରସୁଗୁଡାରେ ବୁଲିବାଇ ଆପ୍‌ ଚେର, ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ

ଭୁବନେଶ୍ବର : ବହୁଚର୍ଚ୍ଚିତ ବୁଲ୍ଲିବାଇ ଆପ୍‌ ମାମଲା । ଝାରସୁଗୁଡାର ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟିମ୍‌ । ଗିରଫ ଯୁବକ ହେଉଛନ୍ତି ନୀରଜ କୁମାର ସିଂହ । ବୁଲ୍ଲିବାଇ ଆପ୍‌କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ…

[ଭିଡିଓ] ବିଷାକ୍ତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ରାୟଗଡ଼ା: ବିଷାକ୍ତ ମଦ ସାଜିଲା କାଳ । ଚାଲିଗଲା ଦୁଇଜଣଙ୍କ ଜୀବନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନିର୍ବାଚନ ସମୟରେ ମଦ ବଣ୍ଟା ହେବା କିଛି ବଡ଼ କଥା ନୁହେଁ । ହେଲେ ବିଷାକ୍ତ ମଦ ପିଇ ମୃତ୍ୟୁ ମାମଲା…

ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ…

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଖୋର୍ଦ୍ଧା: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । କର୍ମଚାରୀଙ୍କୁ ମାଉଜର ଦେଖାଇଲେ । ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ଏହାପରେ ୨ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ସଶସ୍ତ୍ର ଡକାୟତି…

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ…

ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରକ୍ୟେକ ଦିନ ରାଜଧାନୀରେ କିଛି ନା କିଛି ଅଘଟଣ ଘଟୁଥିବା ନଜର ରହିଛି । ଅଜି ମଧ୍ୟ ଭୁବନେଶ୍ୱରର ସତ୍ୟନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜଧାନୀ ସତ୍ୟନଗର ବ୍ରିଜ୍ ଉପରୁ ଟ୍ରେନ ଲାଇନକୁ ଡେଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଓଭର ବ୍ରିଜ ତଳୁ…

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।…

ଜଙ୍ଗଲରେ ବାଘ ଛାଲ ବିକ୍ରି ଡିଲ, ଛାଲ ସହ ୫ ଗିରଫ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ଜଙ୍ଗଲରେ ବାଘଛାଲ ବିକ୍ରି ପାଇଁ ଯୋଜନା  ବେଳେ ବାଘ ଛାଲ ଜବତ । ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଛାଲ ଜବତ କରିବା ସହ ଏଥିରେ ସାମିଲ ଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି । ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରେ ଏକ କଲରାପତରିଆ…

ଥାନା ପଛରେ ଦେହ ବେପାର, ତିନି ରୂପଜୀବୀଙ୍କ ସହ ୩ ଗ୍ରାହକ ଗିରଫ

କଟକ: କଟକରେ ପୁଣି ଠାବ ହେଲା ସେକ୍ସ ର୍ୟାକେଟ୍ । ଏହି ଘଟଣାରେ ତିନି ରୂପଜୀବୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଏକ ଭିଡିଓ ପ୍ଲେୟର ଜବତ କରିଛି ପୋଲିସ । ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର…

ପୋଲିସର ଚଢାଉ, ନଟେଇ ସୂତା ଜବତ

କଟକ: ମକର ସଂକ୍ରାନ୍ତିରେ ଅମାନିଆଙ୍କ ଉତ୍ପାତ । ବାରଣ ହେଲା ତାଗିଦ ବି ହେଲା, କିନ୍ତୁ ମାନିଲେନି ଅମାନିଆ । ଆକାଶରେ ଉଡେଇଲେ ଶହ ଶହ ଗୁଡ଼ି । ଅନେକ ସ୍ଥାନରେ ପଥଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି କଟକର ବିଭିନ୍ନ ସ୍ଥାନରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶହଶହ ଗୁଡ଼ି ଉଡ଼ା…