Latest Odisha News

BREAKING NEWS

Browsing Category

ଅପରାଧ

କାର ଉପରେ ଆଖିବୁଜା ଗୁଳି ଓ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: କାମାକ୍ଷାନଗରରେ ଫୁଟିଲା ଗୁଳି । କାର ଉପରେ ଘନ ଘନ ଗୁଳିମାଡ଼ ହୋଇଛି । ତାସହ ଦୁର୍ବୃତ୍ତ କରିଛନ୍ତି ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ରାତିରେ ବୋମା ଓ ଗୁଳିମାଡ଼ ହୋଇଛି । କାର…

ଘରୁ ଡାକିନେଇ ଧାନ ବ୍ୟବସାୟୀଙ୍କୁ ବୋମା ମାଡ

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ରର ଅବାଧ କାରବାର ରାଜଧାନୀରେ ଅପରାଧୀଙ୍କର ସାହାସ ବଢାଇଛି । ଦିନ ହେଉ ଅବା ରାତି, ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଳସାହିରେ ଧାନ ବ୍ୟବସାୟୀଙ୍କୁ ରାତି ଅଧରେ ହୋଇଛି ବୋମା ମାଡ । ମିଳିଥିବା ସୂଚନା…

ଲକ୍ ଡାଉନରେ ଲୁଟ୍ ପାଟ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଲୁଟ୍ । ଦିନ ଦିପହରରେ ବି ଚାଲିଛି ଲୁଟ୍ ପାଟ । ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବହୁ ଲୁଟ ପାଟ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନରେ ଏବେ ପୁଣି ସେକ୍ଟର -୨୧ ଅଞ୍ଚଳରେ ଚୋରି । ସେଠାରେ ଥିବା ଏକ ଜାତୀୟ ଗଣମାଧ୍ୟମ…

ମୁନିଗୁଡାରେ ବିପୁଳ ପରିମାଣର ଗଂଜେଇ ଜବତ

ରାୟଗଡା: ଗଂଜେଇ ବେପରୀଙ୍କ ଏନ୍ତୁଡିଶାଳ ପାଲଟିଛି ମୁନିଗୁଡା । ପ୍ରତିଦିନ ଧରାପଡୁଛି ବିପୁଳ ପରିମାଣର ଗଂଜେଇ । ଗତକାଲି ମୁନିଗୁଡା ପୋଲିସ ଏକ ଟ୍ରକରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ମୁନିଗୁଡା ଏସ୍‌ଡିପିଓ ଆକାଶ…

ବଲାଙ୍ଗୀର ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ବଲାଙ୍ଗୀର: ବେଶ କିଛିଦିନ ଧରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲା ବଲାଙ୍ଗୀରରେ ସକ୍ରିୟ ହୋଇଥିବା ବାଇକ୍ ଚୋରି ରାକେଟ୍ । ଏ ନେଇ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ହେଲେ ଶେଷରେ ବଲାଙ୍ଗୀର ପୋଲିସକୁ ମିଳିଛି ସଫଳତା । ବାଇକ ଚୋରି ରାକେଟର ପର୍ଦ୍ଦାଫାସ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ସଦର…

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ତହସିଲଦାରଙ୍କୁ ଆକ୍ରମଣ କଲେ ମଦ୍ୟପ ଯୁବକ

ଜଗତସିଂହପୁର: ଲକଡାଉନ କଟକଣା ଯାଞ୍ଚ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଜାପା ଛକରେ ଜଣେ ମଦ୍ୟପ ଯୁବକ ତହସିଲଦାର ଚୌଧୁରୀ ପ୍ରଜଣାନନ୍ଦ ଦାଶଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଲକଡାଉନ ସମୟରେ ଦୋକାନ ବଜାର ଖୋଲାଥିବା ନେଇ ଶ୍ରୀ ଦାଶ…

ସୈତାନ୍ ସ୍ୱାମୀ: ସ୍ତ୍ରୀ ବେକକୁ ବିୁଦ୍ୟତ ତାରରେ ଗୁଡ଼ାଇ ହତ୍ୟା

ବଲାଙ୍ଗିର: ପାରିବାରିକ କହଳ ନେଲା ଉଗ୍ର ରୂପ । ସ୍ୱାମୀ ସାଜିଲା ସୈତାନ୍ । ସାତ ଜନ୍ମର ସାଥିକୁ ତଣ୍ଟି ଚିପି ହତ୍ୟା କଲା । ବିଦ୍ୟୁତ ତାରରେ ବେକକୁ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।…

ପୁରୀ କୁମ୍ଭାରପଡ଼ା ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ

ପୁରୀ : ପୁରୀ ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁମ୍ଭାରପଡ଼ା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୩ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ପରେ ସମସ୍ତ ୫ ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ…

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ…