Latest Odisha News

BREAKING NEWS

Browsing Category

ଅପରାଧ

ପ୍ରେମିକାକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ନିଜ ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ପ୍ରେମିକା ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରେମିକାର ମୃତ୍ୟୁ ହୋଇଛି । ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ ଦେଖିବାକୁ…

‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ନିଜ ପୁଅର ବଳିଦାନ’, ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କଲା ମାଆ

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି…

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ୍ ଘଟଣାରେ ୭ ଗିରଫ

ଭୁବନେଶ୍ବର : ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସେକ୍ସ ରାକେଟ ଘଟଣାରେ ଗିରଫ ହୋଇଛନ୍ତି ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।…

ଲଜ୍ଜା ! ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା । ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, କୋଟଗଡ଼…

ରାଜଧାନୀରୁ ୪ ଡକାୟତ ଗିରଫ, ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳା ଏକାକୀ ଯାଉଥିବା ଅବସ୍ଥାରେ ଲୁଟି ନେଉଥିଲେ ଗହଣା, ମୋବାଇଲ୍ ଓ ଟଙ୍କା । ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଏବଂ…

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି ମୃତକ…

ଅଭିନେତ୍ରୀ ଗେହାନା ବଶିଷ୍ଠ ଗିରଫ, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଗେହାନା ବଶିଷ୍ଠଙ୍କୁ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ୍ ଗିରଫ କରିଛି । ଗେହାନା ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ଓ ୱେବସାଇଟରେ ଅପଲୋଡିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଜି ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ…

ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ, ପୁରୀରୁ ୬ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା। କୁମ୍ଭାରପଡା ଥାନା ପୋଲିସ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଯେଉଁ ଘଟଣାରେ ୬ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତି ୧୧ଟା ୩୦ ମିନିଟରେ କୁମ୍ଭାରପଡା ଥାନା ପୋଲିସ ନରେନ୍ଦ୍ରକୋଣ ସ୍ଥିତ ଦେବୀଘାଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା।…