Latest Odisha News

BREAKING NEWS

Browsing Category

ଅପରାଧ

କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେଇ ଅଧ୍ୟାପକ ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଅଧ୍ୟାପକଙ୍କ ନାଁରେ ଅଭିଯୋଗ । କଲେଜରୁ ନେଇ ଘରେ ଛାଡ଼ି ଦେବାକୁ କହି ଅଧ୍ୟାପକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏନେଇ ସମ୍ପୃକ୍ତ ଛାତ୍ରୀ ପୋଲିସର ଦ୍ୱାରସ୍ଥ ହୋଇଛି । ପୁରୀରେ ଗତ ଗୁରୁବାର ଏଭଳି ଘଟଣା ଘଟିଥିବା ବେଳେ ପୀଡ଼ିତା ରବିବାର ପୋଲିସର ଦ୍ୱାରସ୍ତ ହୋଇଛନ୍ତି । ପୁରୀ…

ଶିକ୍ଷକ ଗାଳି କରିବାରୁ ସ୍କୁଲରୁ ବାହାରି ଶିକ୍ଷକଙ୍କୁ ଗୁଳି  କଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଜଣାପଡିଛି । ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା…

ରାଜଧାନୀରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଖାସକରି ମହିଳାଙ୍କୁ ଟାର୍ଗେଟ କରିବା ସହ ଛିନତାଇ କରୁଛନ୍ତି। ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରିରେ। ରବିବାର ସକାଳେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ କରିଛନ୍ତି କିଛି ଦୁବୃର୍ତ୍ତ। ଖବର ଅନୁଯାୟୀ, ଖଣ୍ଡଗିରି ବରୀ ଅଞ୍ଚଳର ଜଣେ…

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି…

ପୋଲିସ ଗାଡ଼ି ଜାଳି ଦେବା ଘଟଣାରେ ୧୩ ଜଣ ଅଟକ

ଯାଜପୁର: ମହଙ୍ଗା ପଡ଼ିଲା ପୋଲିସ ଗାଡ଼ିକୁ ଜାଳି ଦେବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ଦୁଇଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଗାଁର କିଛି ଲୋକ ।…

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଗୁଡେମ ଥାନା ଅନ୍ତର୍ଗତ କୋଟାପାଲମ୍ ଗ୍ରାମର କୋରା ପିଲ୍କୁ ପୂର୍ବରୁ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ପରେ…

ନିଖୋଜ ୪୪ ଶିଶୁ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟରୁ ଶୁକ୍ରବାର ଦିନ ପ୍ରାୟ ୪୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୩୪ ଝିଅ ଏବଂ ୧୦ ଜଣ ପୁଅ ରହିଛନ୍ତି । ଉଦ୍ଧାର ହୋଇଥିବା…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଘଟଣା, ଜାଣ‌ନ୍ତୁ କାହିଁକି ହାଣିଲେ ଅଭିଯୁକ୍ତ ?

ଭୁବନେଶ୍ୱର: ସିଆରପି ଛକରେ ଯୁବକଙ୍କ ହତ୍ୟା ଘଟଣା ପଛର ସତ୍ୟ ପୋଲିସ ହାତରେ ଲାଗିଛି । ପିକଅପ୍ ଭ୍ୟାନରେ ଥିବା ମୃତ ଜଟିଆ ସହ ହତ୍ୟାକାଣ୍ଡ ଭିଆଇ ଥିବା ସୁଧୀର ଓ ସାଗର ମଧ୍ୟ ଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାଗର ଓ ସୁଧୀର ଜଟିଆକୁ…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ବିବାହ ଉତ୍ସବରୁ ଫେରିଲା ବେଳେ ବୋମାମାଡ଼, ୬ ବିଜେପି କର୍ମୀ ଗୁରୁତର

କୋଲକାତା: ହିଂସ୍ର ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ନେତାଙ୍କ ମଧ୍ୟରେ ରାଜନୀତିକ ବୟାନ ବାଜି ଲାଗି ରହିଥିବା ବେଳେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ରାମପୁର ଗାଁରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୬ ଜଣ…