Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ପଡୋଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ…

କେତେ ମାରାତ୍ମକ ଟିଣ୍ଡର୍ ଆପ୍ଲିକେସନ୍ ?

ଭୁବନେଶ୍ୱର: ସଂପର୍କ ଯୋଡିବାକୁ ଡିଜିଟାଲ୍ ମାଧ୍ୟମ ଟିଣ୍ଡର୍ ଆପ୍ଲିକେସନ୍ । ଆଉ ଆବଶ୍ୟକତା ପଡୁନି ପ୍ରତ୍ୟକ୍ଷ ଭାବେ ଚିହ୍ନିବା କି ପରିଚିତ ହେବା । ବାସ୍ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରନ୍ତୁ, ଲଗ୍ ଇନ୍ କରି ଚାଟ୍ କରନ୍ତୁ । ପରେ ଦେଖା ସାକ୍ଷାତ କିମ୍ବା ଯାହାକୁ ଆମେ ଡେଟିଂ ଭାବେ ନାମିତ…

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ…

ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘର ସମେତ ୩ ସ୍ଥାନରେ ଚଢ଼ାଉ କରିଛି…

କୋଟିପତି ସେବା ସମବାୟ ସମିତି ସମ୍ପାଦକ

ବୌଦ୍ଧ: କୋଟିପତି ସେବା ସମବାୟ ସମିତି ସମ୍ପାଦକ । ଭିଜିଲାନ୍ସ ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ନଗଦ ୭ ଲକ୍ଷ ଟଙ୍କା ଓ…

ଖୋର୍ଦ୍ଧା ଜଙ୍କିଆରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ପୁଣି ବ୍ରାଉସୁଗର ଜବତ । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓରବର ସିଂ ଗାଁରେ ଚଢ଼ାଉ କରି ୩୩୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହ ୮୦ଗ୍ରାମ୍ ସୁନା ବି ଜବତ ହୋଇଛି ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଦୁଇ ଜଣ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଛି । ପଞ୍ଚାୟତ କାର୍ୟ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି…

ସ୍ୱାମୀ ନାଁରେ ସୈତାନ, ସ୍ତ୍ରୀକୁ ହାଣିଦେଲା

ରାଉରକେଲା: ଯାହାକୁ ସାତ ଜନ୍ମର ସାଥି କରି ବିବାହ କରିଥିଲେ ସିଏ ମାରିଦେଲା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଫାର୍ମାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫାର୍ସାଟୋଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ…

ଝାଡଖଣ୍ଡରୁ ଧରାପଡିଲା ଦାଉଦ୍ ଇବ୍ରାହିମର ସହଯୋଗୀ

ଝାଡଖଣ୍ଡ: ଗୁଜରାଟ ଆଣ୍ଟି ଟେରରିଜିମ୍ ସ୍କ୍ୱାର୍ଡ (ଏ.ଟି.ଏସ୍‌) ହାତରେ ଧରାପଡିଛି ଦାଉଦ୍ ଇବ୍ରାହିମର ନିକଟତର ସହଯୋଗୀ ଅବ୍ଦୁଲ୍ ମାଜିଦ କୁଟ୍ଟି । ଝାଡଖଣ୍ଡରେ ଏହି ଅପରାଧୀ ଗିରଫ ହୋଇଥିଲାବେଳେ ବିଗତ ୨୪ ବର୍ଷ ଧରି ଫେରାର ଥିଲା । ଅନୁମାନ କରାଯାଉଛି ଦାଉଦକୁ ନେଇ ଅବ୍ଦୁଲ ନିକଟରେ ବେଶ କଛି…

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି…