Latest Odisha News

BREAKING NEWS

Browsing Category

ଅପରାଧ

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।…

ପାକିସ୍ତାନରେ ମଲା ଦାଉଦ୍ ଇବ୍ରାହିମ୍‌ର ପୁତୁରା

ଭୁବନେଶ୍ୱର: ଆତଙ୍କବାଦର ଉତ୍ସ ତଥା ପଳାତକ ଗ୍ୟାଙ୍ଗଷ୍ଟର୍ ଦାଉଦ୍ ଇବ୍ରାହିମ୍‌ର ପୁତୁରା ପାକିସ୍ତାନର କରାଚି ସହରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ପୂର୍ବରୁ ଦାଉଦର ପୁତୁରା ସିରାଜ କାସ୍କର ଗୋଟିଏ ସପ୍ତାହ ପାଇଁ କରାଚି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ହେଲେ ଡାକ୍ତରୀ ଦଳର…

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…

ଯଦୁପୁର ଗାଁରେ ହତ୍ୟାର ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଜେରା କରୁଛି ଏସଆଇଟି । ଆଜି ରିମାଣ୍ଡର ଶେଷ ଦିନରେ ଗିରଫ ଅଭିଯୁକ୍ତ ସରଜୋ ସେଠୀକୁ ଯଦୁପୁର ଗାଁକୁ ଆଣିଛି ଏସଆଇଟି । ହତ୍ୟାକାଣ୍ଡ ସ୍ଥଳରେ ସେ ଡେମୋ ଦେଖାଉଛି । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହା ଦେଖାଉଛି ଅଭିଯୁକ୍ତ । ଏସଆଇଟି…

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ…

ଜେଲରୁ ବାହାରି ପାରିବେନି ପ୍ରଦୀପ ସେଠୀ, ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ନିରାଶ କଲେ ହାଇକୋର୍ଟ । ଜେଲରୁ ବାହାରିବା ପାଇଁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଫଳରେ ଏବେ ସେ ଜେଲରୁ ବାହାରି ପାରିବେ ନାହିଁ । ୭ ବର୍ଷ ଜେଲରେ ଥିବାରୁ ମୁକ୍ତି କରିବା ପାଇଁ ହାଇକୋର୍ଟରେ ସେ ଆବେଦନ କରିଥିଲେ…

ଭିଜିଲାନ୍ସ ଜାଲରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ସୁବର୍ଣ୍ଣପୁର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପିଇଓ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ସୋନପୁର ସହର ମାଣିକେଶ୍ୱରୀ ପଡ଼ାରେ…