Latest Odisha News

BREAKING NEWS

Browsing Category

ଅପରାଧ

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପାଖାପାଖି ୧୨ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କ୍ରିକେଟ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରାଯାଇଛି । ପାଖାପାଖି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଜମ୍ମୁକଶ୍ମୀର କ୍ରିକେଟ ଆସୋସିଏସନର…

ଭୁବନେଶ୍ୱରରୁ ଉଦ୍ଧାର ହେଲା ନିଖୋଜ ନାବାଳକ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଗୁଆକୋଲିମୁଣ୍ଡିଆ ଗାଁର ଜଣେ ନାବାଳକଙ୍କୁ ଶନିବାର ଦିନ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ନଭେମ୍ବର ୧୭ରେ ବାରଙ୍ଗ ଥାନାରେ ସମ୍ପୃକ୍ତ ନାବାଳକ (୧୧ ବର୍ଷ)ଙ୍କ ମା' ପୁଅ…

ବର୍ଷ ୨୦୨୦ରେ ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ପରିମାଣର ଗଞ୍ଜେଇ ଜବତ

କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ…

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି…

ଭିଜିଲାନ୍ସ ଜାଲରେ ବାଣୀ ବିହାର DDCEର ବରିଷ୍ଠ କିରାଣି, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣୀ ବିହାର ଡିଡିସିଇର ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତାଙ୍କ ନାଁ ଅଶୋକ କୁମାର ମିଶ୍ର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ଭୁବନେଶ୍ୱର…

କାହିଁକି ପୁରୀଘାଟ ଥାନାରେ ପୁଣି ଏତଲା ଦେଲେ ବର୍ଷା ?

କଟକ: ଥମୁନି ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ଧରୁନି । ପୁଣି ଥରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା…

ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ୍ ବିକ୍ରି ନେଇ olxରେ ବିଜ୍ଞାପନ, ୪ ଗିରଫ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଅଫିସ୍ ସାଢେ ୭ କୋଟିରେ ବିକ୍ରି ପାଇଁ olxରେ ଦିଆଯାଇଥିଲା ବିଜ୍ଞାପନ । ଏହା ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । କ’ଣ ସତରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ଅଫିସ୍ ବିକ୍ରି କରୁଛନ୍ତି ? olxରେ ବିଜ୍ଞାପନ ଦେଇ କ’ଣ ଅଫିସ୍ ବିକ୍ରି…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଛି । ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ପୋଲିସ କମିଶନର ଏନଏସଏ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସିଡିଜେଏମ୍ କୋର୍ଟରେ ଜାମିନ ପାଇବାର କିଛି…

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା…

କିଏ ବିକୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ବାରଣାସୀ: ବିକ୍ରି ହେବ ବାରଣାସୀରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଛି ଏପରି ବିଜ୍ଞାପନ ଆଜି ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା । ଅନ୍‌ଲାଇନ୍ ପ୍ଲାଟଫର୍ମ ଓଏଲଏକ୍ସରେ ମିନି ପିଏମ୍‌ଓ ବିକ୍ରି ହେବା ବିଜ୍ଞାପନ କେବଳ ସାଧାରଣ ଲୋକ ନୁହେଁ ବରଂ ପୋଲିସ ପ୍ରଶାସନକୁ ବି ଚକିତ…