Latest Odisha News

BREAKING NEWS

Browsing Category

ଅପରାଧ

ସୈତାନ ସ୍ୱାମୀ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ: ସ୍ୱାମୀ ସାଜିଲା ସୈତାନ । ଯାହାକୁ ସାତ ଜନ୍ମର ସାଥି କରିଥିଲା କ୍ଷଣକ ରାଗରେ ତାକୁ ନିର୍ମତ ଭାବରେ ହତ୍ୟା କରିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ । ଘରୋଇ କଳହକୁ…

୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଜଣଙ୍କୁ ବାନ୍ଧିଲା ଏସିଟିଏଫ୍

କଟକ: ଚୋରା ଚାଲାଣ ବେଳେ ଚନ୍ଦନ କାଠ ଜବତ । ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା ମିଳିଛି । ୩ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଡାଳିଯୋଡା ଜଙ୍ଗଲରୁ ଏତେ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ କରିଛି…

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲି ଗ୍ରାମରୁ ଆସିଛି ନାବାଳିକା ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାନୁସାରେ, ୭ ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ (ବି) ଭଳି ସଙ୍ଗୀନ ଦଫା ଲାଗିଛି ।…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁନମଲ ସେଣ୍ଟରର ଅଙ୍ଗନବାଡ଼ି କର୍ମୀ ଆରତୀ ଦଣ୍ଡସେନାଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସିଡିପିଓଙ୍କୁ ଧରିବା ପାଇଁ ଜାଲ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଜେରା କରୁଛି କ୍ରାଇମବ୍ରାଞ୍ଚ ସାଇବର ସେଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ "ଗ୍ୟାଙ୍ଗସ୍ ଅଫ୍ ୱାସେପୁର" । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ…

ଫେସ୍‌ବୁକ୍ ଫ୍ରେଣ୍ଡ ପାଇଁ ଘରେ କଳାକନା ବୁଲାଇଲେ ବିବାହିତା ମହିଳା

ଚେନ୍ନାଇ: ଘରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ ଚେନ୍ନାଇର ଜଣେ ବ୍ୟବସାୟୀ । ହେଲେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ପୋଲିସ ନୁହେଁ ବରଂ ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା । ନଭେମ୍ବର ୨୪'ରେ ମାଣ୍ଡଭେଲୀ ଅଂଚଳର ଥମିମ୍ ଅନସାରୀ ନାମକ ଜଣେ…

ମହଙ୍ଗା ପଡିଲା ପ୍ରେମ; ପ୍ରେମିକକୁ କିରୋସିନ ଢାଳି ପୋଡି ଦେଲା ପ୍ରେମିକା

ଜଗତସିଂହପୁର: ପ୍ରେମିକକୁ ପେଟ୍ରୋଲ ଢାଳି ଜାଳି ଦେଲା ପ୍ରେମିକା। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରୁ। ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଛି ଏହି ଅଘଟଣ। ଗୁରୁତର ଭାବେ ପୋଡି ହୋଇଥିବା ପ୍ରେମିକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଭୁବନ ଅଞ୍ଚଳର …

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର…