Latest Odisha News
Browsing Category

ଅପରାଧ

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…

ମାସ୍କ ପିନ୍ଧିବାକୁ କହିବାରୁ ମରଣାତ୍ମକ ଆକ୍ରମଣର ଶିକାର ହେଲେ ସୁରକ୍ଷାକର୍ମୀ

ଚିକାଗୋ: ଆମେରିକାର ଚିକାଗୋରେ ଦୁଇ ଭଉଣୀ ସୁରକ୍ଷା କର୍ମୀଙ୍କୁ ୨୭ ଥର ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୋକାନର ସୁରକ୍ଷା କର୍ମୀମାନେ ତାଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ଏହା ପରେ ଉଭୟ ଭଉଣୀ ସୁରକ୍ଷା କର୍ମୀଙ୍କୁ ଛୁରୀରେ ହତ୍ୟା କରିଥିଲେ। କୁହାଯାଉଛି ଯେ ପୋଲିସ ଉଭୟ…

ଅନୁଗୋଳ ଜିଲ୍ଲାରେ ବିଷାଦ ମଦ ପିଇ ମୃତ୍ୟୁ ଅଭିଯୋଗରେ ୨ ଗିରଫ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଶ୍ରମିକ କଣ୍ଟ୍ରାକ୍ଟର କାଳିଆ ଦେହୁରୀ ଓ ତାଙ୍କର ସହଯୋଗୀ ବସନ୍ତ ଦେହୁରୀ । ଠିକାସଂସ୍ଥା କାମ କରୁଥିବା ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ କିଛି…

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। କେଉଟିବାହଳି ଗାଁର ଶଙ୍କର…

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ରାଜଧାନୀ ପରେ ଗଂଜାମ ପାଳି, ୨ ସାମ୍ବାଦିକ ଗିରଫ ୧ ଫେରାର୍ !

ଗଂଜାମ: ପୁଣି ସାମ୍ବାଦିକତାରେ ଲାଗିଲା କଳଙ୍କର ଛିଟା । କିଛି ହାତଗଣତି ଭ୍ରଷ୍ଟ ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକତା ପେଶା । ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ଜଣ ଆତ୍ମଘୋଷିତ ସାମ୍ବାଦିକ । ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ ବ୍ଲାକମେଲିଂ କରି…

ସରକାରୀ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

ଖୋର୍ଦ୍ଧା: କଳାହାଣ୍ଡିରୁ ରାଜଧାନୀ ଭୂବନେଶ୍ୱରକୁ ଆସୁଥିଲା ଏକ ନାଇଟ୍ କୋଚ୍ ବସ୍ । ହଠାତ୍ ଭୋର୍ ସମୟରେ ଚିତ୍କାର କରିଉଠିଥିଲେ ଜଣେ ଯୁବତୀ । କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ରୁଦ୍ର ରୂପ ଧାରଣ କରିଥିଲେ । ମାମଲା ବୁଝିବା ପାଇଁ ଗାଡି ଅଟକାଇଥିଲେ ବସ୍ କର୍ମଚାରୀ । ଶେଷରେ ଯେଉଁ…

ଅଖା ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ବାଇପାସ୍ ଫ୍ଲାଏ ଓଭର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଭର୍ତ୍ତି ଥିବା ଏକ ଅଖା ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ମୋପେଡରେ କ'ଣ ଅଛି…

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବହୁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ସିଡିପିଓ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ନନ୍ଦପୁର ସ୍ଥିତ ବଡସନ ସାହି ଗ୍ରାମର ସ୍ନେହଲତା ଦଳପତି ନାମକ ଜଣେ…