Latest Odisha News

BREAKING NEWS

Browsing Category

ଅପରାଧ

ପୁରୀରୁ ଜବତ ହେଲା ୩୩ ଗ୍ରାମ ବ୍ରାଉନସୁଗାର

ପୁରୀ: ଧଳା ଜହର କବଜାରେ ଶ୍ରୀକ୍ଷେତ୍ର ଧାମ। ଜିଲ୍ଲାରେ ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧାନରେ ଏକ ଦଳ ସତ୍ୟବାଦୀ ଥାନା…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର…

ଜଗତପୁରରେ ନକଲି ପାନମସଲା କାରଖାନା ଉପରେ ପୋଲିସର ଚଢ଼ାଉ

କଟକ: କଟକଜଗତପୁର ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନା ଉପରେ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି। ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର…

ଯୌତୁକ ଯୁଇରେ ଜଳିଲେ ଆଉ ଜଣେ ବଧୂ; ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

ପୁରୀ: ଯୌତୁକ ଯୁଇରେ ଜଳିଗଲେ ଆଉ ଜଣେ ବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଅଞ୍ଚଳରେ। ସ୍ଥାନୀୟ ସମୁଦ୍ରକୂଳ ଥାନାରେ ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସମୁଦ୍ରକୁଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପଣ୍ଡା , ଶ୍ୱଶୁର…

ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା। ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ…

ସାରୁଅ ଜମି ଦୁର୍ନୀତି: ଓଆଇପିଏଲରୁ ଇସ୍ତଫା ଦେଲେ ନିହାର ଭୁୟାଁ

ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା। ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ…

୧୭ ଦିନ ପରେ ଠାବ ହେଲା ନିଖୋଜ ସୁନା ଦୋକାନୀଙ୍କ ମୃତଦେହ

ଦେଓଗାଁ: ପାଖାପାଖି ୧୭ ଦିନ ପରେ ଠାବ ହୋଇଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀଙ୍କ ମୃତ ଦେହ। ମୃତ ସୁନା ଦୋକାନୀଙ୍କ ନାମ ହେଉଛି ଗଜାନନ ମେହେର। ଗଜାନନଙ୍କ ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ…

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ…

କାଳ ହେଲା ପ୍ରେମ; ଝିଅକୁ ହାଣି ଖଣ୍ଡ ଖଣ୍ଡ କରିଦେଲେ ପରିବାର ଲୋକ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ବିଜୟନଗର ଗ୍ରାମର ମମତା ରାଉତ ଗତକାଲି ରାତିରେ ଖାଇପିଇ ପରିବାର ଲୋକଙ୍କ ସହ ଶୋଇଥିଲେ। ମାତ୍ର ଆଜି ସକାଳୁ ତାଙ୍କୁ…