Latest Odisha News

BREAKING NEWS

Browsing Category

ଅପରାଧ

କରୋନାର କରୁଣ ପରିସ୍ଥିତି: ଆତ୍ମହତ୍ୟା କଲା ୯ମ ଶ୍ରେଣୀ ଛାତ୍ରୀ !

ମୁମ୍ବାଇ: ଦିନକୁ ଦିନ ଅସହ୍ୟ ହୋଇପଡୁଛି କରୋନା ଯନ୍ତ୍ରଣା । ଅନେକ ଲୋକ ଏଥିରେ ଛଟପଟ ହେଉଥିବା ବେଳେ ଅନେକ ଏହାପାଇଁ ହନ୍ତସନ୍ତ ହେଉଛନ୍ତି । କରୋନା ପାଇଁ ବର୍ତ୍ତମାନ ଅନ୍ଲାଇନ୍ କ୍ଲାସ ଚାଲିଛି । ମାତ୍ର, ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ସୁବିଧା…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହାଥରସ ପୀଡିତାଙ୍କୁ ହୋଇନି ଗଣଦୁଷ୍କର୍ମ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡଢ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଲୋକ ପ୍ରତିନିଧିଙ୍କୁ ପରିବାର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଗଙ୍ଗଲା…

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ପାରାଦୀପ: ସ୍ୱାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଛି ସଇତାନ ସ୍ୱାମୀ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ । ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା ଗାଁରେ ପାରିବାରିକ…

ହାଥରସ ଗଣଦୁଷ୍କର୍ମ ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଏହାରି ଭିତରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ…

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କୁଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ସହ…

ରାଜଧାନୀରେ ବେଆଇନ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଏକ୍ସାଇଜ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ବୁଧବାର ସହରରେ ବହୁ ପରିମାଣର ବିଦେଶୀ ମଦ ଏବଂ ଦେଶୀ ମଦ ଜବତ କରିଛି ଅଧିକାରୀଙ୍କ ଏକ ଦଳ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସାଇଜ୍ ଅଧିକାରୀଙ୍କ…

ପୁଅର କୁରାଢ଼ୀ ଚୋଟରେ ବାପାଙ୍କ ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଇଧର ବେହେରା (୭୨) । ଆଜି ପୂର୍ବାହ୍ନରେ…

ଉତ୍ତରପ୍ରଦେଶରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମୀର୍ଜାପୁର: ଉତ୍ତରପ୍ରଦେଶରେ ଜଣେ ଓଡ଼ିଆ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକଙ୍କ ନାମ ହେଉଛି ଜୀବନନ୍ଦୁ ରଥ । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁସାରେ,…