Latest Odisha News

BREAKING NEWS

Browsing Category

ଅପରାଧ

୩ ଲକ୍ଷ ଟଙ୍କାର ପୁଳା ପୁଳା ନକଲି ନୋଟ୍ ଜବତ, ଜଣେ ଗିରଫ

କୋରାପୁଟ: କ୍ରାଇମବ୍ରାଞ୍ଚ ଝଞୠ କବଜାରେ ଜାଲ୍ ନୋଟ୍ ରାକେଟ । କୋରାପୁଟ ଜିଲ୍ଲା ସୁନାବେଡ଼ା ବସ୍‌ଷ୍ଟାଣ୍ଡରୁ ଜାଲ ନୋଟ୍ ଜବତ । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ବିଡ଼ା ବିଡ଼ା ଜାଲ ନୋଟ୍ ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଅନାମ…

କଟକ IIFL ଲୁଟ ଲିଙ୍କ: ବାହା ହେବାକୁ ଯିବା ବେଳେ ବରକୁ ଉଠାଇ ଆଣିଲା ପୋଲିସ

କଟକ: କଟକ ନୟାସଡ଼କ IIFL ଲୁଟ ଘଟଣାରେ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଜଣଙ୍କ ପରେ ଜଣେ ଅଭିଯୁକ୍ତ ପୋଲିସ ପଞ୍ଝାକୁ ଆସୁଛନ୍ତି । ମାଷ୍ଟରମାଇଣ୍ଡର ଲିଙ୍କ ଖୋଜି ଚାଲିଛି ପୋଲିସ । ଏବେ ଲୁଟ୍ ଲିଙ୍କରେ ଗତକାଲି ଫାଇନାନ୍ସ କମ୍ପାନୀର ଲେଡି ଲୁଟେରା ମ୍ୟାନେଜର ଗିରଫ ହୋଇଥିବା ବେଳେ ଏବେ…

ବ୍ରହ୍ମଗିରି ଅଞ୍ଚଳରୁ ଜବତ ହେଲା ୧୯ ଗ୍ରାମ ବ୍ରାଉନସୁଗାର; ଜଣେ ଗିରଫ

ପୁରୀ: ପୁରୀରେ ବଢୁଛି ଧଳାଜହର କାରବାର। ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବୁଧବାର ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅବକାରୀ ଥାନା ସବଇନସପେକ୍ଟର ବିନୋଦ ବାସ୍କେଙ୍କ ପ୍ରତକ୍ଷ…

ବରଗଡରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ ଗିରଫ

ଭୁବନେଶ୍ୱର: ପୁଣି ରାଜ୍ୟରୁ ବାଘ ଛାଲ ଜବତ । ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହାସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି । ଘଟଣାରେ ଭଟଲି ଛକରୁ ୩ ଜଣଙ୍କୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ । ଅଟକ ତିନି ଜଣଙ୍କୁ ପଚରାଉଚରା ଜାରି ରହିଛି । କେବେ ବାଘ ଶିକାର…

ଧର୍ମଛଡ଼ା ମଣିଷ; ପଞ୍ଚୁକର ପ୍ରଥମ ଦିନରେ ଶୈବପୀଠରେ କଳାକନା

ଅନଗୁଳ: ଗୋଟିଏ ପଟେ ଆଜି ପଞ୍ଚୁକରେ ଲୋକେ ପୂଜାପାଠ କରି ଧର୍ମ ଅର୍ଜନ କରିଥିବା ବେଳେ ଅନ୍ୟପଟେ ଅନୁଗୁଳର ଏକ ଶୈବପୀଠରେ ବୁଲି ଯାଇଛି କଳାକନା। ସୂଚନାନୁସାରେ, ଗତ ମଧ୍ୟରାତ୍ରୀରେ ଅନୁଗୁଳ ଜିଲ୍ଲା ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ କିଛି ଦୁର୍ବୃତ୍ତମାନେ ଚୋରି…

ପୁରୀରୁ ଜବତ ହେଲା ୩୩ ଗ୍ରାମ ବ୍ରାଉନସୁଗାର

ପୁରୀ: ଧଳା ଜହର କବଜାରେ ଶ୍ରୀକ୍ଷେତ୍ର ଧାମ। ଜିଲ୍ଲାରେ ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧାନରେ ଏକ ଦଳ ସତ୍ୟବାଦୀ ଥାନା…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର…

ଜଗତପୁରରେ ନକଲି ପାନମସଲା କାରଖାନା ଉପରେ ପୋଲିସର ଚଢ଼ାଉ

କଟକ: କଟକଜଗତପୁର ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନା ଉପରେ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି। ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର…

ଯୌତୁକ ଯୁଇରେ ଜଳିଲେ ଆଉ ଜଣେ ବଧୂ; ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

ପୁରୀ: ଯୌତୁକ ଯୁଇରେ ଜଳିଗଲେ ଆଉ ଜଣେ ବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଅଞ୍ଚଳରେ। ସ୍ଥାନୀୟ ସମୁଦ୍ରକୂଳ ଥାନାରେ ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସମୁଦ୍ରକୁଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପଣ୍ଡା , ଶ୍ୱଶୁର…