Latest Odisha News

BREAKING NEWS

Browsing Category

ଅପରାଧ

ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ

ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ । ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ…

ଯୁବତୀଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଲଜ୍ୟା । ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଆସିଛି ସଂଙ୍ଗୀନ ଅଭିଯୋଗ । ୩ ଯୁବକ ଘରୁ ଉଠାଇନେଇ ଗଣଦୁଷ୍କର୍ମ କରିଥିବା ଖୋଦ ଯୁବତୀଙ୍କ ପରିବର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନ୍ୟାୟ ପାଇଁ ପରିବାର ଲୋକେ ଛେଣ୍ଡ ଥାନାର ଦ୍ୱାରସ୍ଥ…

ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୁଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ଅଞ୍ଚଳର ଏକ ରାସ୍ତା ଉପରେ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡଟିକୁ ଜବତ କରି ତଦନ୍ତ କରୁଥିବା…

ଟ୍ରେନ୍ ଧକ୍କାରେ ହାତୀ ମୃତ

ରାଉରକେଲା:ରାଉରକେଲା ଠାରୁ ୩୩ କିମି. ଦୂର ବିଶ୍ରା ଅଞ୍ଚଳର ଜରେଇକେଲା ଏବଂ ମନୋହରପୁର ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ  ହାତୀର ମୃତ୍ୟୁ ଘଟିଛି। ସୂଚନାନୁସାରେ,  ଉକ୍ତ ହାତୀଟି ରାଉରକେଲାରୁ ଝାଡଖଣ୍ଡର ଚକ୍ରଧରପୁର ଆଡକୁ ଯାଉଥିଲା ବେଳେ ଗତକାଲି ରାତି ପ୍ରାୟ ୯ଟା ବେଳେ…

ରାଜଧାନୀରେ ଚାଞ୍ଚଲ୍ୟ..ନିଶାସକ୍ତ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ସୁନ୍ଦରପଦାରେ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ । ପ୍ରଧାନସାହି ଅର୍ଚିଡ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା । ମାଆର ଅତ୍ୟାଚାର ସହି ନ ପାରି ପୁଅମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ ଯେ, ହତ୍ୟାର ଶିକାର ହୋଇଥିବା ମହିଳା ନିଶାସକ୍ତ ଅବସ୍ଥାରେ…

ଦିଲ୍ଲୀଦଙ୍ଗା ମାମଲା: ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ

ଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଚାର୍ଜ ସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଅସ୍ତ୍ରଶସ୍ତ୍ର ଅଧିନିୟମ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ବିଭାଗ ଅଧୀନରେ ୧୫ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ଦିନ ସ୍ୱତନ୍ତ୍ର ଚାର୍ଜ ସିଟ…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ…

୨୧,୦୦୦ ଲିଟର ପିଡିଏସ୍ କିରୋସିନ୍ ଜବତ, ୩ ଅଟକ

କଟକ: ଜବତ ହେଲା ବିପୁଳ ପିଡିଏସ୍ କିରୋସିନ୍ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍ ।…

ଝାରପଡା ଜେଲରେ କରୋନା ସଂକ୍ରମିତ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ କରୋନା ସଂକ୍ରମଣରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ସମସ୍ତ କଏଦୀଙ୍କ କରୋନା ଟେଷ୍ଟ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଚିଠି ଲେଖିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ମୃତକଙ୍କ ନାମ ଯୁଗଳ ଖଣ୍ଡୁଆଳ ବୋଲି…

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ…