Latest Odisha News

BREAKING NEWS

Browsing Category

ଅପରାଧ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହତ୍ୟାର କୌଣସି ପ୍ରମାଣ ନାହିଁ

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ। ଆଦିତ୍ୟଙ୍କ ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମବ୍ରାଞ୍ଚ ସତ୍ୟପାଠରେ ଉଲ୍ଲେଖ କରିଛି । କିନ୍ତୁ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ…

ଭୁୁବନେଶ୍ୱରରେ ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ

ଭୁବନେଶ୍ୱର: ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ । ଭୁବନେଶ୍ୱରର ଭିଆଇପି ଅଂଚଳ ସହିଦ ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ସହିଦ ନଗରରେ ଥିବା ଏକ ୩ ମହଲା କୋଠାରେ ଲାଗିଥିବା…

ସମ୍ବଲପୁରରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଲୁଟ୍

ସମ୍ବଲପୁର: କୁଚିଣ୍ଡା ଥାନା ପିପାଲଖୁଣ୍ଟି ସ୍ଥିତ ୟୁନିଅନ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ଅଭିଯୋଗ। ସୂଚନାନୁସାରେ, ମଙ୍ଗଳବାର ଦିନ ପିପଳଖୁଣ୍ଟି ନିକଟରେ ଏହି ବ୍ୟାଙ୍କ କର୍ମଚାରୀମାନେ ଶାଖାକୁ ଫେରୁଥିବା ବେଳେ ସେମାନଙ୍କୁ ଅଟକାଇ ଟଙ୍କା…

ବାଇକକୁ ଧକ୍କା ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କେନ୍ଦୁଝର: ସ୍ପଷ୍ଟ ଦିବାଲୋକରେ ଘଟୁଛି ଅପରାଧ । କେନ୍ଦୁଝର, ଚମ୍ପୁଆ ଥାନା ରିମୁଳି ନିକଟରେ ଏକ ବାଇକକୁ ପଛପଟୁ ଧକ୍କା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୂଟ ଅଭିଯୋଗ। ସୁଚାନୁଯାୟୀ, ଚମ୍ପୁଆ ବ୍ଲକ୍, ବିରିକୁଆଁ ଗ୍ରାମର ମଂଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ କରିଥିବା ଅଭିଯୋଗ ଅନୁଯାୟୀ, ରିମୁଳି…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା । ମୃତକମାନେ…

ଗିରଫ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳ । ରଂଜିତାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗୁଥିଲେ । ଏନେଇ ବ୍ୟବସାୟୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ…

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା…

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ୱାମୀ, ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ମୁମ୍ବାଇ: ବମ୍ୱେ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଗତକାଲି ବମ୍ୱେ ହାଇକୋର୍ଟ…

୧୦୦୦ ଲିଟର କିରୋସିନ ଜବତ, ୨ ଭାଇ ଗିରଫ

ପୁରୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏକ ଟ୍ରାକ୍ଟର ଯୋଗେ ୫ଟି ଟିଣ ଡ୍ରମରେ ବେଆଇନ୍ ଭାବେ ଏକ ହଜାର ଲିଟର କିରୋସିନ୍ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି । ବେଆଇନ କରୋସିନ ପରିବହନ ଅଭିଯୋଗରେ କାକଟପୁର ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ କାକଟପୁର…

ଧରାପଡିଲା ବାପା, ପୁଅ ଫେରାର, ୪ ଚୋରା ବାଇକ ଜବତ

ପୁରୀ: ପର୍ଦ୍ଦାଫାଶ ହେଲା ବାପା ପୁଅଙ୍କ କାରନାମା । ଧରାପଡିଲା ବାପା, ପୁଅ ଫେରାର । ପୁରୀ ଗୋପ ଥାନା ପୋଲିସ ଚୋରା ବାଇକ୍ କିଣାବିକା ମାମଲାରେ ଚେଙ୍ଗଇଲ ଗାଁର ନିରଞ୍ଜନ ମଲିକଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଅଉ ଜଣେ ଅଭିଯୁକ୍ତ ସୁକାନ୍ତ କୁମାର ମଲିକଙ୍କୁ ପୋଲିସ…