Latest Odisha News

BREAKING NEWS

Browsing Category

ଅପରାଧ

ଭାରତରେ ପାକିସ୍ତାନୀ ପତାକା ଉତ୍ତୋଳନ, ହ୍ୟାଣ୍ଡ ଗ୍ରେନେଡ ଜବତ !

ଜାମ୍ମୁ ଓ କାଶ୍ମୀର: ରହୁଛନ୍ତି ଓ ଖାଉଛନ୍ତି ଭାରତରେ । ହେଲେ ଗୁଣ ଗାଉଛନ୍ତି ପାକିସ୍ତାନର । ଏପରିକି ଭାରତ ମାଟିରେ ବି ପାକିସ୍ତାନୀ ପତାକା ଉତ୍ତୋଳନ କରିବାର ଧ୍ରୁଷ୍ଟତା କରିଥିଲେ । ହେଲେ ଖବର ପାଇ ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଜାମ୍ମୁ ଓ…

କାହିଁକି ୯ ବର୍ଷୀୟାକୁ ହତ୍ୟା କଲା ୧୧ ବର୍ଷୀୟ ?

ମଧ୍ୟପ୍ରଦେଶ: ଅନ୍‌ଲାଇନ୍ ଗେମ୍ ନିଶାରେ, ନିଜଠୁ ସାନକୁ ହତ୍ୟା କଲା ପଥରରେ । ସାମ୍ନାକୁ ଆସିଛି ଏକ ବର୍ବର ଘଟଣା । ୯ବର୍ଷୀୟ ନାବାଳିକାକୁ ହତ୍ୟା କଲା ୧୧ ବର୍ଷୀୟ ନାବାଳକ । ଆଉ ତା ପୁଣି ପଥରରେ ଛେଚିଛେଚି । ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଇନ୍ଦୋରରେ ଘଟିଥିବା…

ନିଶା ପାଇଁ ନାବାଳକକୁ ମର୍ଡର, ୪ ଗିରଫ

ଭୁବନେଶ୍ୱର: ନିଶା ପାଇଁ ନାବାଳକର ଗଲା ଜୀବନ । କିଛି ଅସମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ…

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ ।…

ଏନ୍‌କାଉଣ୍ଟରେ ୪ ମାଓବାଦୀ ମୃତ

ବାଲିଗୁଡା: ଏନ୍‌କାଉଂଟରେ ଟଳିଲେ ୪ ମାଓବାଦୀ । କନ୍ଧମାଳ-କଳାହାଣ୍ଡି ସୀମାନ୍ତ  ବାଲିଗୁଡ଼ା ସ୍ଥିତ ଧୁସେରି ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଧୁସେରି ଜଙ୍ଗଲରେ…

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ୍, ଦୋଷୀ ହେଲେ ଏତେବର୍ଷ ଜେଲ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ରିୟ ଚକ୍ରବର୍ତ୍ତୀଙ୍କୁ ନୂଆ ଠିକଣା ମୁମ୍ବାଇ ବାଇକୁଲା ଜେଲ୍ । ଆଜି ତାଙ୍କୁ ୧୪ ଦିନ ପାଇଁ ସେ ସେଠାରେ ରହିବେ । ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନୟାଗଡ଼: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ l ଗୋଡ଼ାଇ ଗୋଡ଼ାଇ ହାଣିଦେଲେ l ଭୋର ୪ଟା ବେଳେ ମାରିଦେଲେ ଦୁର୍ବୃତ୍ତ l ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଇଁଶିଆପଡ଼ା ଗାଁରେ l ମୃତକ ହେଲେ ଗାଁର କ୍ଷେତ୍ରବାସୀ ମହାପାତ୍ର l ଗାଁ ଦାଣ୍ଡରେ…

ରିୟାଙ୍କ ଗିରଫ ପରେ ସୁଶାନ୍ତଙ୍କ ଭଉଣୀଙ୍କ ଟ୍ୱିଟ୍ ‘ଭଗବାନ ଆମ ସହିତ ଅଛନ୍ତି ’

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ କରିବାକୁ ସ୍ୱାଗତ କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଭଗବାନ ଆମ ସାଙ୍ଗରେ ଅଛନ୍ତି ।’ ଏଥି ସହ ସେ ଏକ ହାତ ଯୋଡି…

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି…

ଜେରା ବେଳେ ରିୟା ବଲିଉଡରେ ନିଶା କାରବାର ନେଇ ଦେଲେ ସୂଚନା: ୨୫ ଟପ୍ ସେଲିବ୍ରିଟିଙ୍କୁ ହେବ ସମନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପୂର୍ବରୁ ଏନସିବିର ଜେରା ବେଳେ ରିୟା ଡଗ୍ସ ନେଉଥିବା ସ୍ୱୀକାର କରିଛନ୍ତି । ଏଥି ସହ ବଲିଉଡରେ ଚାଲିଥିବା ନିଶା କାରବାର ନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନସିବିର ତୃତୀୟ ଦିନର ପଚରାଉଚରା ବେଳେ ସେ ଏହା କହିଛନ୍ତି ।…