Latest Odisha News

BREAKING NEWS

Browsing Category

ଅପରାଧ

କୋରାପୁଟରୁ ଜବତ ହେଲା କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପାଖାପାଖି ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

ବଲିଉଡ ଅଭିନେତା ବିଜୟ ରାଜ ଗିରଫ !

ମୁମ୍ବାଇ: ବେଶ କିଛିଦିନ ପୂର୍ବରୁ ଫ୍ୟାନମାନଙ୍କୁ ଡାକିଡାକି ଫଟୋ ଉଠାଇବା ନେଇ ଚର୍ଚ୍ଚାରେ ରହିଥିଲେ । ହେଲେ ଏବେ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ପାଇଁ ଅପମାନ ମୁଣ୍ଡାଇଛନ୍ତି ବଲିଉଡ ଅଭିନେତା ବିଜୟ ରାଜ । ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ରର ଗୋଣ୍ଡିଆ ପୋଲିସ ତାଙ୍କୁ ଗିରଫ କରିଥିଲା…

୩୬ ହଜାର ଲାଞ୍ଚ ନେଇ ଫସିଲେ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର: ଜିଲ୍ଲାର ଜୁଜୁମରା ସ୍ଥିତ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେହେରାଣୀ ବନ ସୁରକ୍ଷା ସମିତିର ସଦସ୍ୟ ସଚିବ ତଥା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପର୍ଶୁରାମ ମିର୍ଧାଙ୍କ ଅଭିଯୋଗ…

ଯାଜପୁରରୁ ଜବତ ହେଲା ବିପୁଳ ପରିମାଣରେ ନକଲି ଗୁଣ୍ଡି

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡବିରୁଆଁ ଛକ ନିକଟରୁ ବିପୁଳ ପରିମାଣର ନକଲି ଗୁଣ୍ଡି ଜବତ କରିଛି ପୋଲିସ। ଏକ କାର ଯୋଗେ ନକଲି ଗୁଣ୍ଡି ଚାଲାଣ ହେଉଥିବା ବେଳେ କାର ସମେତ ଏହି ନକଲି ଗୁଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗୁରଫ କରିଛି। ସୂଚନାମୁତାବକ ନକଲି…

କଟକରୁ ୨୨ ଚୋରା ବାଇକ୍ ଜବତ

କଟକ: ଏକ ଚୋରା ବାଇକ୍ ଗ୍ୟାଙ୍ଗକୁ ମଙ୍ଗଳବାର ଦିନ ପୋଲିସ୍ ଧରିବା ସହ ୨୨ଟି ବାଇକ୍ ଜବତ କରିଛି । ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ଭାରତିଆ ଟାୱାର ସମ୍ମୁଖରେ ବାଇକ୍ ଚୋରି ହୋଇଯାଇଥିବା ନେଇ ଜଗତପୁରର ସରୋଜ କୁମାର ବେହେରା ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ…

ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

କୋରାପୁଟ: ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ । କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଡାଟା ଏଣ୍ଟ୍ରିଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ…

କାରରୁ ଜବତ ହେଲା ୧୪ କେଜିର ଗଞ୍ଜେଇ

ଭୁବନେଶ୍ୱର: ଭୁବନେଶ୍ୱରର ବଙ୍କୁଆଳ ନିକଟରେ ଦୁଇଟି ଦାମୀ କାର୍ ଭିତରୁ କମିଶନରେଟ୍ ପୋଲିସ ପ୍ରାୟ ୧୪ କେଜିର ଗଞ୍ଜେଇ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ତେବେ ଏହି ମାଦକ ଦ୍ରବ୍ୟ କନ୍ଧମାଳରୁ ବ୍ରହ୍ମପୁର ଦେଇ…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…