Latest Odisha News

BREAKING NEWS

Browsing Category

ଅପରାଧ

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ…

ବାଇକରେ କୁମ୍ଭୀର ନେବା ଘଟଣା: ଡେପୁଟି ଫରେଷ୍ଟ ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର: ବାଇକରେ କୁମ୍ଭୀର ବୋହି ନେବା ଘଟଣାରେ ଦିଗପହଣ୍ଡିର ଡେପୁଟି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ବିତ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର । ବ୍ରହ୍ମପୁର…

ଦିଲ୍ଲୀ ଦଙ୍ଗା ମାମଲା: ଜେଏନୟୁ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଫେବୃୟାରୀ ଦିଲ୍ଲୀ ଦଙ୍ଗାରେ ଭୂମିକା ନିର୍ବାହ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି । ୧୧ ଘଣ୍ଟା ପଚରାଉଚରା ପରେ ଖାଲିଦଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅନୁଯାୟୀ…

ଜେଲ୍‌ରୁ ମୁକୁଳି ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

ଭୁବନେଶ୍ୱର:ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା…

୭.୫ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ମେଲିଛି ଧଳା ଜହର କାରବାର । ଏହି କାରବାରର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ । ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରି ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୋଲର, ବାଲିଚନ୍ଦ୍ରପୁର ଓ…

କଟକରୁ ପୁଣି ନକଲି ପୂଜା ଘିଅ, ସସ୍ କାରଖାନା ଠାବ

କଟକ: ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଜିନିଷ ଠାବ ।  କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ନଂ ୱାର୍ଡ ସ୍ଥିତ ଗାନ୍ଧିଛକ ନିକଟରେ ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢାଉ ହୋଇଛି । ପୋଲିସ ଚଢାଉରେ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ ଗୁଆଘିଆ ଓ ସସ ଜବତ କରିଛି ।…

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲେ ୨ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତରେ ହାଜର ହୋଇଛନ୍ତି ୨ ବରିଷ୍ଠ ଆଇଏଏସ ଅଧିକାରୀ । ସେମାନଙ୍କ ମଧ୍ୟରେ ରହିଛନ୍ତି- ତତ୍କାଳୀନ କ୍ରୟ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ଏବଂ ଅନ୍ୟଜଣେ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା…

କଲରାପତରିଆ ବାଘ ଛାଲ ଜବତ; ୪ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ଶନିବାର ଦିନ ବନ ବିଭାଗ କର୍ମଚାରୀ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ୱାଇଲ୍ଡଲାଇଫ୍ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ନବରଙ୍ଗପୁର ଫରେଷ୍ଟ ରେଞ୍ଜ…

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହାସହ…

ସୁବର୍ଣ୍ଣପୁର: ୪୮୦ କେଜି ଗଞ୍ଜେଇ ସହ ପାଖାପାଖି ୧୦ ଲକ୍ଷ ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ଗାଡିରୁ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ। ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢାଉକରି ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା…