Latest Odisha News

BREAKING NEWS

Browsing Category

ଅପରାଧ

ବାପା ଆକଟ କରିବାରୁ ନାବାଳକ ପୁଅର ଆତ୍ମହତ୍ୟା

କେନ୍ଦୁଝର: ବାପାଙ୍କ ଆକଟ ସହିନପାରି କେନ୍ଦୁଝର ଜିଲ୍ଲାରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କମରଜୋଡା ଅଞ୍ଚଳରେ ୧୩ ବର୍ଷର ବାଳକ ଜଣକ ମୋବାଇଲ ଫୋନରେ ଅନଲାଇନ୍ କ୍ଲାସ୍ କରିବା ବଦଳରେ ଅନଲାଇନରେ ଗେମ୍ ଖେଳୁଥିବାରୁ ତା’ର ବାପା ତାକୁ…

ହଥରସ ଗାଁରେ ମିଡିଆକୁ ପ୍ରବେଶ ଅନୁମତି, ପରିବାର ଲୋକ କହିଲେ ସାଂଘାତିକ କଥା

ଉତ୍ତରପ୍ରଦେଶ: ହଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗକୁ ନେଇ ଦୁଇ ଦିନ ହେବ ବନ୍ଦ ରହିଥିବା ହଥରସ ଗାଁ ସୀମା  ଆଜି ଖୋଲିଛି ପ୍ରଶାସନ । ଗାଁ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ମିଳିଛି । ଉତ୍ତରପ୍ରଦେଶ ପୋଲିସ କହିଛି, ଏସଆଇଟି ତଦନ୍ତ ଶେଷ ହେବା ପରେ ଗାଁ ଭିତରକୁ ମିଡିଆକୁ ପ୍ରବେଶ ପାଇଁ…

ଆଜି ହଥରସ ଯିବେ ରାହୁଲ, କହିଲେ କୌଣସି ଶକ୍ତି ଅଟକାଇ ପାରିବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋରଦାର ହୋଇଛି । ଆକ୍ରମଣ ମୁଦ୍ରାରେ ଥିବା କଂଗ୍ରେସ ଟାର୍ଗେଟରେ ଯୋଗୀ ସରକାର । ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ପୋଲିସ ଗ୍ରେଟର ନୋଏଡାରେ ରାହୁଲ ଓ ପ୍ରିୟଙ୍କାଙ୍କୁ…

ହାଥରସରେ ଗଣମାଧ୍ୟମକୁ ନୋ’ ଏଣ୍ଟ୍ରି

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲା ପ୍ରତି ଦିନ ନୂଆ ମୋଡ଼ ନେଉଛି। ଗୁରୁବାର ଦିନ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆ ଯାଇଥିବା ବେଳେ ଆଜି ଏହି ଅଞ୍ଚଳକୁ ଗଣମାଧ୍ୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ୟୁପି ପ୍ରଶାସନ।…

ଚଳନ୍ତା ଗାଡିରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ; ସ୍କୁଟିରୁ ପଡି ଯୁବତୀ ଗୁରୁତର

ଭୁବନେଶ୍ୱର:ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ। ଚଳନ୍ତା ଗାଡିରୁ ଝାମ୍ପି ନେଲେ ମୋବାଇଲ। ସ୍କୁଟିରୁ ଖସିପଡି ଗୁରୁତର ଯୁବତୀ। ମିଳିଥିବା ସୂଚନାନୁସାରେ, ରସୁଲଗଡ କେନାଲ ରୋଡରେ ଘଟିଛି ଏହି ଘଟଣା । ଜଣେ ଦୁର୍ବୁତ୍ତ ଚଳନ୍ତା ଗାଡିରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେବା…

ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ଶ୍ରମ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାକର ବାରିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏପରିକି ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ୍ ଏହି ଘଟଣାରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନାନୁଯାୟୀ,…

ସାମାନ୍ୟ ଘଟଣାରୁ ପଡ଼ୋଶୀ ଘରର ୧୧ଟି ପାରାକୁ ହତ୍ୟା କଲେ ଯୁବକ

ଲକ୍ଷ୍ନୌ: ପଡୋଶୀ ଘର ଛେପ ପକାଇବା ହେଲା କାଳ। ପ୍ରତିଶୋଧ ପରାୟଣ ହୋଇ ପଥରରେ ଛେଚି ପଡୋଶୀ ଘରର ୧୧ ଟି ପାରାକୁ ପଥରରେ ଛେଚି ହତ୍ୟା କଲେ ଯୁବକ। ଖବର ଅନୁଯାୟୀ, ଉତ୍ତରପ୍ରଦେଶର ରାହୁଲ ସିଂ ତାଙ୍କ ପଡ଼ୋଶୀ ଧରମପାଲ ସିଂଙ୍କ ଘରର ଛାତ ଉପରେ ଚଢି ସେଠାରେ ପଞ୍ଜୁରୀରେ ରଖାଯାଇଥିବା ୧୧ ଟି…

କରୋନାର କରୁଣ ପରିସ୍ଥିତି: ଆତ୍ମହତ୍ୟା କଲା ୯ମ ଶ୍ରେଣୀ ଛାତ୍ରୀ !

ମୁମ୍ବାଇ: ଦିନକୁ ଦିନ ଅସହ୍ୟ ହୋଇପଡୁଛି କରୋନା ଯନ୍ତ୍ରଣା । ଅନେକ ଲୋକ ଏଥିରେ ଛଟପଟ ହେଉଥିବା ବେଳେ ଅନେକ ଏହାପାଇଁ ହନ୍ତସନ୍ତ ହେଉଛନ୍ତି । କରୋନା ପାଇଁ ବର୍ତ୍ତମାନ ଅନ୍ଲାଇନ୍ କ୍ଲାସ ଚାଲିଛି । ମାତ୍ର, ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ସୁବିଧା…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହାଥରସ ପୀଡିତାଙ୍କୁ ହୋଇନି ଗଣଦୁଷ୍କର୍ମ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…