Latest Odisha News

BREAKING NEWS

Browsing Category

ଅପରାଧ

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେଗୁନିଆ ନିକଟ ଧଳାପଥର ଫାଣ୍ଡି ଏଏସଆଇ ଅଶୋକ କୁମାର ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବୋଲଗଡ ନିକଟ ସାନ…

କୋରାପୁଟରେ ମାଓବାଦୀ କ୍ୟାମ୍ପ ଠାବ

ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ…

ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ପଂଚାୟତ ର କଙ୍ଗାଧୋଗରି ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଗର୍ଭବତୀଙ୍କ ନାମ ଅନିତା ବୋଲି ଜଣାପଡିଛି । ଗର୍ଭବତୀ ଅନିତାଙ୍କର ସ୍ୱାସ୍ଥ୍ୟବସ୍ଥା…

ଲାଞ୍ଚ ମାମଲା: ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଖୋର୍ଦ୍ଧା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ମିଳିଲା ଜାମିନ । ଏଥିସହ ତାଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଜାମିନ ମିଳିଛି । ହାଇକୋର୍ଟ ଏ ଦୁହିଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତ ସର୍ତ୍ତ ନିର୍ଦ୍ଧାରଣ କରିବାକୁ କୋର୍ଟ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ । ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା…

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପିଏନବିରୁ ୩୨କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଆରମ୍ଭ କରିଛି ପଚରାଉଚରା । ଗୁରୁବାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରି ଏବଂ ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରିଙ୍କୁ ଭୁବନେଶ୍ଵର ସିବିଆଇ…

ସଙ୍ଗରୋଧ କେନ୍ଦ୍ରରେ ନାବାଳିକାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ସଂଗରୋଧ କେନ୍ଦ୍ରରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସାରସମାଲର ଜଣେ ୧୪ ବର୍ଷୀୟା ନାବାଳିକା ନିକଟ ଅତୀତରେ ତାମିଲନାଡୁରୁ ଫେରିଥିଲେ । ପରେ ସେ ନିଜ ପରିବାର…

ଲାଞ୍ଚ ନେଇ ଧରାପଡିଲେ ପାଟଣାଗଡ଼ ଡିଏଫଓ

ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଡିଏଫଓ ପ୍ରଣବ କୁମାର ମହାନ୍ତି। ସୂଚନାନୁସାରେ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୋନେପୁର ଭିଜିଲାନ୍ସ ୟୁନିଟର ଅଧିକାରୀଙ୍କ ଦ୍ୱାରା ହୋଇଥିବା ମିଳିତ ଚଢ଼ାଉରେ ଡିଏଫଓ ଜଣଙ୍କ ଜଣେ ଜଙ୍ଗଲ ରେଞ୍ଜରଙ୍କ ଠାରୁ ୧.୬୬ ଲକ୍ଷ…

ଗାଁ ଦାଣ୍ଡରେ ଭାଇବୋହୂଙ୍କୁ ଘୋଷାରି ପିଟିଲେ ଦେଢ଼ଶୁର

ଯାଜପୁର: ବିଚ ରାସ୍ତାରେ ଜଣେ ମହିଳାଙ୍କୁ ମାଡ ମାରୁଛନ୍ତି ନିଜ ଦେଢ଼ାଶୁର । ଏପରି ଏକ ଅମାନୁଷିକ ଘଟଣା ଯାଜପୁର ଜିଲ୍ଲା ନୂଆପାଟଣା ଗାଁରେ ଘଟିଛି । ମାଡ ମାରିବାର ଏହି ଭିଜିଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଯୋଗ ମୁତାବକ ଗାଁ କୁ ଏକ ଟ୍ରାକ୍ଟର ଆସିଥିବା ବେଳେ ଗାଁ ର ପ୍ରଦୀପ…