Latest Odisha News

BREAKING NEWS

Browsing Category

ଅପରାଧ

ଝାରସୁଗୁଡ଼ାରେ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା; ଆଉ ୨ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡା ଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବଡ ପୁଅ ଶ୍ରୀକାନ୍ତ ବିଶ୍ବାଳ (୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ…

ଭୁବନେଶ୍ୱରରେ ଜୋମାଟୋ ଡେଲିଭର ବାଳକକୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଜୋମାଟୋର ଦୁଇଜଣ ଖାଦ୍ୟ ବିତରଣ ବାଳକଙ୍କୁ ବୁଧବାର ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଠାରେ ତିନିଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ, ଜଣେ ବ୍ୟକ୍ତିଙ୍କ ଠାରୁ ଖାଦ୍ୟ ଡେଲିଭରି ଅର୍ଡର ପାଇବା ପରେ ଦୀପକ ପାତ୍ର ଏବଂ ମନୋରଞ୍ଜନ…

ମରିଯାଉଛି ମାନବିକତା: ରାସ୍ତାକଡରୁ ପୁଣି ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର ।

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଛକ ନିକଟରୁ ଉଦ୍ଧାର ହୋଇଛି ଏକ ଶିଶୁ ପୁତ୍ର। ମିଳିଥିବା ସୂଚନା ଅନୁସାରେ, କେହି ଜଣେ ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା କିଛି ଲୋକ ଛୁଆଟିର କାନ୍ଦ…

ବିଷାକ୍ତ ମଣିଷର ଘୃଣ୍ୟ କାଣ୍ଡ; ସପୁରୀର ସ୍ୱପ୍ନ ଦେଖାଇ ନିରୀହ ଜୀବ ସହ ଛଳନା

ଭୁବନେଶ୍ୱର: ଧୀରେଧିରେ ଦୁନିଆରୁ ମାନବିକତା ଲୋପ ପାଇ ଯାଉଛି। ଏଠାରେ ପଶୁଟିଏ ମଣିଷ ଭଳି ଦୟା ଭାବ ପଦର୍ଶନ କରୁଥିବା ବେଳେ ମଣିଷ ପାଲଟି ଯାଉଛି ହିଂସ୍ର। ନିକଟରେ କେରଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଏହାକୁ ପ୍ରମାଣ କରିଛି। ସୂଚନାନୁସାରେ, କେରଳର ମଲପ୍ପୁରମ ଜିଲ୍ଲାରେ ଲୋକ ଏକ…

ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା, ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ  । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ  । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି  । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍…

ଝାଡଖଣ୍ଡରେ ଲାଲ ଆତଙ୍କ, ୧୧ଟି ଗାଡି ଜାଳିଦେଲେ ନକ୍ସଲ

ଝାଡଖଣ୍ଡ: ଝାଡଖଣ୍ଡରେ ଲାଲ ଆତଙ୍କ । ନିଜ ସ୍ଥିତି ଜାହିର କରିବା ପାଇଁ ୧୧ଟି ଗାଡିରେ ନିଆଁ ଲଗାଇଦେଲେ ନକ୍ସଲ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି…

ପୁଣି ଅନ୍‌ଲାଇନ ମଦ ଠକେଇ: ୮୦ ହଜାର ଗାଏବ

ଭୁବନେଶ୍ୱର: ରାଜଧାନୀରେ ପୁଣି ଅନଲାଇନ ଠକେଇ। ଅନଲାଇନରେ ମଦ ବୁକିଂ ସମୟରେ ୮୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ମଦ ବୁକିଂ କରି ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ସଫ୍ଟୱେର ଇଞ୍ଜିନିୟର। ମଦ ବୁକିଂ ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦…

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…

ମହିଳାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ବାବୁଙ୍କ ସମେତ ୩ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ସୋମବାର ରାତିରେ ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଗିରଫ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ କନଷ୍ଟେବଳ ଓ ଅନ୍ୟ ୨ ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ମହିଳା ଜଣଙ୍କ…

ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡାରେ ସୋମବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଡୋଶୀଙ୍କ ସହାୟତାରେ ପୋଲିସ ଜଣେ ମହିଳା, ତାଙ୍କ ପୁଅ ଏବଂ ତିନି…