Latest Odisha News

BREAKING NEWS

Browsing Category

ଅପରାଧ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ମାଆଙ୍କ ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଲେ ଅଭିଯୁକ୍ତ ପୁଞ୍ଜିଲାଲ୍

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର୍ ପୁଣି ଜେଲକୁ ଫେରିଛନ୍ତି । ମାଆଙ୍କ ଦେହାନ୍ତ ଘଟିଥିବା ଯୋଗୁଁ ସେ ରବିବାର ରାତିରେ ତାଙ୍କର ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଛନ୍ତି । ମାଆଙ୍କ ଅନ୍ତିମ ସଂସ୍କାର ଲାଗି ପୁଞ୍ଜିଲାଲଙ୍କୁ…

ଯାଜପୁରରେ ନକଲି ଗୁଟଖା କାରଖାନା ଠାବ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ନିକଟ ବିଦ୍ୟାଧରପୁର ଗ୍ରାମରେ ସୋମବାର ଦିନ ପୋଲିସ ପକ୍ଷରୁ ଏକ ନକଲି ଗୁଟଖା ତିଆରି କାରଖାନା ଠାବ କରାଯାଇଛି । ଏହି ଘଟଣାରେ ୪ ଜଣକୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ସଦର ଏସଡିପିଓ ଚିନ୍ମୟ ନାୟକ ଓ ଡିଏସପି ଦୀପକ…

ପୁଅର ଆକ୍ରମଣରେ ବାପା ମୃତ

ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗ୍ରାମରେ ପୁଅର ଠେଙ୍ଗାମାଡରେ ବାପାର ମୃତ୍ୟୁ ହେବାଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକ ଜଣକ ସ୍ଥାନୀୟ ଗ୍ରାମର ଲଙ୍ଗେସା ହିକବାଡିକା । ପ୍ରାପ୍ତ ସୂଚନାନୁଯାୟୀ କୌଣସି କାରଣବଶତଃ ଉଭୟ ବାପ ଓ ପୁଅ ବଦ…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…

ପ୍ରେମରେ ବିଫଳତା: ଆତ୍ମହତ୍ୟା କରିବା ଆଗରୁ ଯୁବକ କଲେ ଭିଡ଼ିଓ ରେକର୍ଡ଼ିଂ

କଟକ: ପ୍ରେମରେ ଅନ୍ଧ ହୋଇ କଟକର ଜଣେ ଯୁବକ ଶନିବାର ଦିନ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାତୃଭବନ ନିକଟସ୍ଥ ରେଳ ଧାରଣା ନିକଟରୁ ଶନିବାର ଦିନ ଯୁବକଙ୍କ ମୃତ ଦେହ ପୋଲିସ୍ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାମ ମନୋଜ ସ୍ବାଇଁ ଏବଂ ତାଙ୍କ ଘର ନିଆଳି…

ଦେଖନ୍ତୁ: ଟିଣ୍ଡରରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ବଦଳିଗଲା ଘୃଣାରେ

ଭୁବନେଶ୍ୱର: ମୋବାଇଲ ଡେଟିଙ୍ଗ ଆପ ଟିଣ୍ଡରରୁ ସପ୍ତାହକ ତଳେ ପ୍ରଥମେ ପରିଚୟ ତାପରେ ପ୍ରେମରେ ପଡିଥିବା ଯୁବକ ଯୁବତୀ ଶୁକ୍ରବାର ଦିନ ପରସ୍ପର ନାମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । https://youtu.be/Wo8RnloRFCY ଘଟଣାଟି ଏମିତି ଜାନୁଆରୀ ୨ ତାରିଖରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ…

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ…

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ…

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟାଇ ଫେରାର…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କଲେ ଦୋଷୀ ବିନୟ ଶର୍ମା

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କରିଛନ୍ତି ।…