Latest Odisha News

BREAKING NEWS

Browsing Category

ଅପରାଧ

ବରଯାତ୍ରୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ନିକଟରେ ଥିବା ନୟନଜୋରିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ କୌଶିକ ସାମନ୍ତ ଏବଂ ତାଙ୍କ ଘର ଯାଜପୁର ଟାଉନ ନହରପୁର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇଦିନ ତଳେ କୌଶିକ ତାଙ୍କ…

ମାଓ ଦମନ ଅଭିଯାନର ସମୀକ୍ଷା କଲେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମାଓ ଦମନ ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଭିମାନ ଅଂଚଳ ପରିଦର୍ଶନ କରିଛନ୍ତି । ଡିଜିପି ଅଭୟ ବଡପଦର, ଜାନବାଇ, ବଡପଡା, ଜନ୍ତାପାଇ, ଗୁରୁପ୍ରିୟା ସେତୁ ଓ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନିର୍ଭୟା ଦୋଷୀ ଅକ୍ଷୟ ସିଂହ ।…

ବ୍ରହ୍ମପୁରରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରୁ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ବୁଧବାର ଦିନ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢାଉ…

ନିର୍ଭୟା ଦୋଷୀକୁ ଝଟ୍‌କା, ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ମୁକେଶ ସିଂକୁ ଲାଗିଛି ଶକ୍ତ ଝଟ୍‌କା । ସୁପ୍ରିମକୋର୍ଟ ଆଜି ତା ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ସେ ଫାଶୀ ପାଇବା ପକ୍କା ହୋଇଯାଇଛି । ତା ପାଇଁ ଆଇନର ସବୁ ଗଳାବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ରାଜକ୍ଷମା ନମିିଳିବାରୁ ଏହାକୁ ଚ୍ୟାଲେଂଜ କରି…

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ୨ ଛାତ୍ର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ ୨୪ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ପୋଲିସ ୨ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ପଢୁଥିବା ବେଳେ ଅନ୍ୟଜଣେ ଗ୍ରାଜୁଏଟ୍ ଛାତ୍ର ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେହିପରି ସୋମବାର…

ରାୟଗଡାରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡା : ରାୟଗଡାର ନିୟମଗିରି ପାହାଡରେ ଥିବା ଜଙ୍ଗଲ ମଧ୍ୟରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଗତ ରବିବାର ଦିନ ହୋଇଥିବା ଏହି କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ଗୋଳା ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ନେଇ…

ଖୋର୍ଦ୍ଧାରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀରେ ଜଣେ ସ୍କୁଲ୍ ଛାତ୍ରୀ ଏସିଡ୍ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଛାତ୍ରୀଜଣକଙ୍କ ମୁହଁ ଓ ଆଖି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ମିଳିଥିିବା ସୂଚନାନୁଯାୟୀ, ଟାଙ୍ଗୀ ବଡ଼ପାରି ନୋଡ଼ାଲ୍ ହାଇସ୍କୁଲର ଛାତ୍ରୀ ତାଙ୍କ…

ଡରାଇବାକୁ ଆସିଥିଲେ; ପଥର ମାଡରେ ଚାଲିଗଲା ଜୀବନ

ମାଲକାନଗିରି: ମାଳକାନଗିରି ଜିଲ୍ଳା ପାପେରମେଟାଲ ଥାନା ଅନ୍ତର୍ଗତ ଜନ୍ତୁରାଇ ଗ୍ରାମରେ ମାଓବାଦୀ କ୍ୟାଡର ଉପରେ ସ୍ଥାନୀୟ ବାସିନ୍ଦା ପଥର ମାଡ କରିଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି କିଛି ମାଓବାଦୀ ଉକ୍ତ ଗ୍ରାମମଧ୍ୟକୁ ପ୍ରବେଶ କରି ସ୍ୱାଧୀନତା ଦିବସ ପାଳନ…

ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଶୁକ୍ରବାର ଦିନ ଜେଲରୁ ବାହାରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମା’ଙ୍କ ଶ୍ରାଦ୍ଧ ଲାଗି ପୁଞ୍ଜିଲାଲଙ୍କୁ ଜାନୁଆରୀ ୨୪ ତାରିଖରୁ ୨୮ ତାରିଖ ଯାଏଁ ଅର୍ଥାତ୍ ୪ ଦିନ ଲାଗି ଓଡିଶା…