Latest Odisha News

BREAKING NEWS

Browsing Category

ଅପରାଧ

ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ସୁନ୍ଦରଗଡ: ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଝାଡଖଣ୍ଡ-ଓଡିଶା ସୀମା ନିକଟସ୍ଥ ସରଣ୍ଡା ଜଙ୍ଗଲ ପାଖରେ ସୋମବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଉକ୍ତ ଅଞ୍ଚଳରେ ଅନେକ ମାଓବାଦୀ ପୋଷ୍ଟର ଲାଗିଥିବା…

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି । ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଫେସବୁକରେ ହତ୍ୟା ଧମକ ଦେଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ କମେଣ୍ଟ ଓ ହତ୍ୟା ଧମକ ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକଙ୍କ ନାମ ଉଦୟ ଜେନା (୨୧) ଏବଂ ସେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁରର ବାସିନ୍ଦା ।…

ରାଜଧାନୀରେ ଚାଞ୍ଚଲ୍ୟ, ଇସ୍କନ ମନ୍ଦିର ପରିସରରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ପରିସରରୁ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବାବୁ ସାହୁ ଏବଂ ସେ ଗଞ୍ଜାମ ଜିଲ୍ଲା ଶେରଗଡର ବାସିନ୍ଦା ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେ ମନ୍ଦିର ପରିସରରେ ଥିବା ଏକ…

ବନ୍ଧୁକମୁନରେ ୮୪ ହଜାର ଟଙ୍କା ଲୁଟ କରି ଧରାପଡ଼ିଲେ ୩ ଲୁଟେରା

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ରାସ୍ତାରେ ୩ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏହି ଲୁଟେରାମାନଙ୍କୁ କୁଜଙ୍ଗ ପୋଲିସ ଶନିବାର ଦିନ ଧରିବାକୁ ସକ୍ଷମ ହୋଇଛି । ମିଳିଥିବା…

ବ୍ୟାଙ୍କ ଋଣ ଠକେଇ ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଓ ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଭୂଷଣ ଷ୍ଟିଲ ଏଣ୍ଟ ପାୱାର ( ବିପିଏସଏଲ)ର ପୂର୍ବତନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ଗିରଫ କରିଛି। ଘଟଣା ସହ ସମ୍ପୃକ୍ତି ନେଇ ଅନେକ…

ପିସିଆର ଭ୍ୟାନକୁ ନକ୍ସଲ ଆକ୍ରମଣ; ୪ ପୋଲିସ ସହିଦ

ଲାତେହାର: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ରାତି ୮ଟାରେ ଏକ ପୋଲିସ ପିସିଆର ଭ୍ୟାନ ଉପରକୁ ନକ୍ସଲ ମାନେ ଆକ୍ରମଣ କରିଛନ୍ତି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ମାଓ ହିଂସାରେ ଜଣେ…

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ…

ମହିଳା ପିଇଓ ମୃତ୍ୟୁ ଘଟଣା: ଆରଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧିମାନେ ହରିଦାସପୁର ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିବା ବେଳେ ରାଜ୍ୟ ସରକାର ଆରୁହାଁ ରାଜସ୍ୱ ଇନ୍ସପେକ୍ଟର (ଆରଆଇ)ଙ୍କୁ ନିଲମ୍ବିତ କରିବା ସହ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍…

ଗଞ୍ଜାମରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶଙ୍କର…