Latest Odisha News

BREAKING NEWS

Browsing Category

ଅପରାଧ

ମେଳା ବୁଲିଲା ବେଳେ ନାବାଳକଙ୍କୁ ଛୁରାମାଡ, କଟକ ସ୍ଥାନାନ୍ତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜଗଧାତ୍ରୀ ମେଳା ସମୟରେ କେହି ଦୁର୍ବୃତ୍ତ ଜଣେ ନାବାଳକଙ୍କୁ ଛୁରାମାଡ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇପଡ଼ିଛି। ଆହତ ନାବାଳକ ଜଣକ ହେଉଛନ୍ତି ବାଙ୍ଗିରିପୋଷିର ବୁଡାମରା ଗାଁର ୧୬ ବର୍ଷୀୟ ବାଳକ ଆକାଶ ନାୟକ। ଛୁରାମାଡ ପରେ ତାଙ୍କୁ ଜିଲ୍ଲା…

ଓଡ଼ିଆ ଯୁବତୀଙ୍କୁ ଉତ୍ତରାଖଣ୍ଡରେ ହତ୍ୟା, ନଦୀରୁ ମିଳିଲା ପଥର ବନ୍ଧା ମୃତଦେହ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବତୀ ଶ୍ରୁଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁର ଅଞ୍ଚଳରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ।ତେବେ ସେଠାରେ ତାଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଶ୍ରୁଷ୍ଟି ଗତ ଛଅ…

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…

କାର-ଭ୍ୟାନ ଧକ୍କା; ଫରେଷ୍ଟର ମୃତ, ୨ ଅଧିକାରୀ ଆହତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବୁଧବାର ଏକ ଦ୍ରୁତଗାମୀ ପିକ୍-ଅପ୍ ଭ୍ୟାନ ସହିତ ଏକ କାର ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିବା ସହ ଦୁଇ ଜଣ ବନ ଅଧିକାରୀ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁପ୍ତ ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁରର ଝରିଗାଁ ରେଞ୍ଜର…

ସ୍ତ୍ରୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଛୁରୀରେ ଆକ୍ରମଣ କଲା ଜ୍ବାଇଁ…

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଶିଶୁଆ ଗ୍ରାମରେ ବୁଧବାର ଦିନ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରୀରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ବାପାମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ବାପା ଘରେ ଥିବା ବେଳେ ତାଙ୍କ ସହିତ ଫେରିବାକୁ…

ଖୋର୍ଦ୍ଧାରେ ସୀମାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ଅନେକ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ଦୁଇ ଗାଁର ବାସିନ୍ଦାଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ବୁଧବାର ଦିନ ଉତ୍ତେଜନା ଦେଖାଦେଇଛି। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମଙ୍ଗଳବାର ରାତିରେ ବାଘମାରୀ ଥାନା ଅଧୀନରେ…

ଆୟୁଷ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର: ଆୟୁଷ ଡାକ୍ତରଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ସରକାରୀ ଡାକ୍ତରଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏୟାରଫିଲ୍ଡ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ଜଣକ କ୍ଷମାନିଧି ସେଠୀ ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ପୁରୀ ଜିଲ୍ଲାର କଣାସ ସିଏଚସିରେ…

୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଫସିଲେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଛଅଟି ପୈତୃକ ପ୍ଲଟର ମ୍ୟୁଟେସନ୍ ମାମଲାରେ ଜଣେ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକରଣ ପାଇଁ ୬୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଦିନ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ପୁରୀ ଜିଲ୍ଲାର…

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

ଲାଞ୍ଚ ନେଇ ଫସିଲେ କମ୍ୟୁନିଟି ହେଲ୍ଥ ସେଣ୍ଟରର ଆକାଉଣ୍ଟାଣ୍ଟ ଓ ପିଅନ୍

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବରପାଲି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି)ର ଆକାଉଣ୍ଟାଣ୍ଟ ଏବଂ ପିଅନ୍ ଶେଖର ଚନ୍ଦ୍ର ସାହୁ ଏବଂ ତମନ୍ନା ସାହୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଉଭୟଙ୍କୁ ଓଡ଼ିଶା ଭିଜିଲାନ୍ସ…