Latest Odisha News

BREAKING NEWS

Browsing Category

ଅପରାଧ

ଘରେ ପଶିବା ପାଇଁ କୁକୁଡାକୁ କଲେ ମୋହରା, ବେକରେ ଛୁରୀ ଲଗାଇ ଲୁଟିନେଲେ ୬ ଦୁର୍ବୃତ୍ତ

ଭଦ୍ରକ: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ। ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର…

ଶିମିଳିପାଳରେ ୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରାର

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କୁ ପୁଣି ଧରିଲା ଏଆଇ କ୍ୟାମେରା। ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୩ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡିଛି…

କାରରେ ପତ୍ନୀଙ୍କ ସହ ଅନ୍ୟ ବ୍ୟକ୍ତିଙ୍କୁ ଦେଖି ନିଆଁ ଲଗାଇଦେଲେ ସ୍ବାମୀ

ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି…

ରାଜଧାନୀରେ ଦୁଇ ଯୁବତୀଙ୍କୁ ପିଟିଲେ ଘର ମାଲିକ ଓ ତାଙ୍କ ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଅଞ୍ଚଳରେ ବୁଧବାର ଦିନ ଦୁଇ ଯୁବତୀଙ୍କୁ ଘର ମାଲିକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଯୁବତୀ ତାଙ୍କ ହଷ୍ଟେଲରେ ଭଡାରେ ରହୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ହଷ୍ଟେଲରେ କୌଣସି ବିବାଦକୁ ନେଇ ମାଲିକ ଏବଂ ତାଙ୍କ ପୁଅ ଦୁଇଜଣ ଯୁବତୀଙ୍କୁ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଜୟପୁର: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ…

ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

ପୁରୀ: ବୀଭତ୍ସ ହତ୍ୟାକାଣ୍ଡ । ପୁରୀର ଶ୍ରୀସେତୁ ତଳୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ସୂଚନା ଅନୁସାରେ ମାର୍କେଟ ଛକରେ ଉଠା ଜଳଖିଆ ଦୋକାନ କରିଥିଲେ…

ସାଇବର କ୍ରାଇମ : ଚାକିରି ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

କଟକ: ନାମୀ କାର୍ କମ୍ପାନିରେ ଚାକିରି କରାଇଦେବାକୁ କହି ଲୁଟ। ମାସକୁ ୧୨ ଲକ୍ଷରୁ ଅଧିକ ଟଙ୍କାର ଦରମା ପାଇବାର ଥିଲା ପ୍ରଲୋଭନ। ଏକ ଜବ ପୋର୍ଟାଲରେ ବିଜ୍ଞାପନ ଦେଖି ଆବେଦନ କରି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି କଟକର ଜଣେ ବ୍ୟକ୍ତି। ଚାକିରି କରାଇଦେବା ନାଁରେ ସାଇବର ଠକ ତାଙ୍କ ଠାରୁ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା

କଟକ :  ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିନୟ ଭୂଷଣ ପଟ୍ଟନାୟକଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ଗିରଫ ହେବେ ନାହିଁ। ହେଲେ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି।…

ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ? ସାବଧାନ !

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । ଆଜି ଆମେ ଆପଣଙ୍କୁ କହିବୁ ଡିଜିଟାଲ ଆରେଷ୍ଟ କ'ଣ ,…

ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ। ଆଗ୍ରାରେ ଥିବା ଐତିହାସିକ ତାଜମହଲକୁ ମଙ୍ଗଳବାର ଇମେଲ୍‌ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସ୍କୁଲ, ଏୟାରପୋର୍ଟ ପରେ ଏବେ ବିଶ୍ବ ଐତିହ୍ୟସ୍ଥଳକୁ ଉଡାଇବା ଧମକ  ଆସିଛି। ଧମକ ପରେ ଏହା ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି…