Latest Odisha News

BREAKING NEWS

Browsing Category

ଅପରାଧ

ହୋଷ୍ଟେଲ ଛାତ୍ରୀ ମାଆ ହେବା ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ୱିତ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ମଙ୍ଗଳବାର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନର ସୁପାରିସ…

୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଠକେଇ, ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆର୍ଥିକ ଠକେଇ କରିବା ଅଭିଯୋଗରେ ସମ୍ବଲପୁରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନିବେଶକଙ୍କୁ ଜମା ଟଙ୍କା ଉପରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ନେଇ ପ୍ରଲୋଭନ ଦେଉଥିଲା। ସନ୍ତୋଷ ଆଚାର୍ଯ୍ୟ ନାମକ ଅଭିଯୁକ୍ତକୁ ସମ୍ବଲପୁରର ଧନୁପାଲି ଥାନା…

୧୦ ମାସରେ ଟଙ୍କା ଡବଲ୍ ହୋଇଯିବ କହି ଠକେଇ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଦଶ ମାସ ମଧ୍ୟରେ ଜମା ଟଙ୍କା ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ନିବେଶକଙ୍କୁ ପାଞ୍ଚ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳ ସ୍ଥିତ…

ଅବକାରୀ ବିଭାଗର ବଡ଼ ସଫଳତା: ୫୭୯ ବୋତଲ କଫ ସିରଫ ଜବତ,୩ ଗିରଫ

ବରଗଡ: ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢିଚାଲିଛି । ଏହି ନିଶା କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ । ତେବେ ଆଜି ଭୋର ପ୍ରାୟ ଚାରିଟା ସମୟରେ ଗୋଡ଼ଭାଗା ଠାରେ  ଏକ ଧଳା ରଙ୍ଗର କାର (OD 05 B 4599) ଉପରେ ସନ୍ଦେହ ହେବାରୁ ଅବକାରୀ ଟିମ  ଅଟକାଇ ଯାଞ୍ଚ…

ଖୋର୍ଦ୍ଧାରୁ ବିପୁଳ କଇଁଛ ଉଦ୍ଧାର, ଚୋରା ଚାଲାଣ ବେଳେ ଧରିଲେ… 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଗୋଡ଼ିପଡ଼ା ଅଞ୍ଚଳରେ ଏକ ଗାଡ଼ିରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ଶହଶହ କଇଁଛ ଜବତ କରାଯାଇଛି। ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ାରେ ଏହି ଗାଡ଼ି ଯାଉଥିବା ବେଳେ ଟୋଲଗେଟ୍ କର୍ମଚାରୀମାନେ ଅଟକାଇଥିଲେ। ଗାଡ଼ି ଯାଞ୍ଚ କରାଯିବା ପରେ…

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ… 

ପ୍ରୟାଗରାଜ: ଦିଲ୍ଲୀର ଜଣେ ୪୮ ବର୍ଷୀୟ ବ୍ୟକ୍ତି ସାଙ୍ଗରେ ପତ୍ନୀଙ୍କୁ ଧରି ଗଙ୍ଗା ସ୍ନାନ ପାଇଁ ମହାକୁମ୍ଭ ଯାଇଥିଲେ। କିନ୍ତୁ ପରେ ଘରକୁ ଏକାକୀ ଫେରିବା ସହ ପତ୍ନୀ କୁମ୍ଭ ମେଳାରେ ହଜିଯାଇଥିବା ପରିବାର ଲୋକଙ୍କୁ କହିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମହାକୁମ୍ଭ ସ୍ନାନର ଅନେକ…

ଭଦ୍ରକରେ ସେକ୍ସ ରାକେଟ୍ ଠାବ

ଭଦ୍ରକ: ଭଦ୍ରକର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢଉ କରିଛି ପୋଲିସ। ଏଥିସହିତ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜଣେ ପୋଲିସ ଅଧିକାରୀ ଗ୍ରାହକ ଭାବରେ ହୋଟେଲକୁ ଆସିଥିଲେ। ଦୁଇ ହଜାର ଟଙ୍କାରେ ଡିଲ୍ କରିବା ପରେ…

ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣା: ୫ ସୁପାରୀ କିଲର ଗିରଫ

ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ। ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସପି ସୂଚନା…

ନିଖୋଜ ନାବାଳିକାକୁ ଖୋଜୁଥିଲା ପୋଲିସ, ଧରାପଡିଲା ଦେହ ବ୍ୟବସାୟୀ ଗ୍ୟାଙ୍ଗ

ପୁରୀ: ତାଳବଣିଆ ପୋଲିସକୁ ବଡ଼ ସଫଳତା। ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଧରାପଡିଲା ଦେହ ବ୍ୟବସାୟ ଗ୍ୟାଙ୍ଗ। କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କଲା ପୋଲିସ। ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ…

ଏସବିଆଇରୁ ୨୭ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଏସବିଆଇ ଶାଖାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୧୫ମି. ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ…