Latest Odisha News

BREAKING NEWS

Browsing Category

ବାଣିଜ୍ୟ

କେନ୍ଦ୍ରୀୟ ବଜେଟକୁ ନେଇ କ’ଣ କହିଲେ ବିଜେଡ଼ି ସାଂସଦ, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବଜେଟ ଉପସ୍ଥାପନ କରି ଏହା ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ନେଇ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହି ପ୍ରଥମ ବଜେଟ୍ ଉପସ୍ଥାପନ ପରେ ବିଜେଡ଼ି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ହିମାଚଳ ପ୍ରଦେଶ ସରକାର

ଭୁବନେଶ୍ୱର: ଫନି ବାତ୍ୟା ପିଡିତଙ୍କୁ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ହିମାଚଳ ପ୍ରଦେଶର…

କଟକ ଓ ଭୁବନେଶ୍ୱରରେ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା‘ହେଲୋ କ୍ୟାବ୍’

ଭୁବନେଶ୍ୱର : ଓଲା ଓ ଉବେର ପରେ ‘ହେଲୋ କ୍ୟାବ୍’ ନାମରେ ଏକ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା ଗୁରୁବାର ଓଡ଼ିଶାରେ ତାର ସେବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ରେ ତାର ସେବା ଆରମ୍ଭ କରିଛି । କମ୍ପାନୀ ପକ୍ଷରୁ ଏହାର ୱେବସାଇଟ…

ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ ବାବଦରେ ଷ୍ଟାର୍ଟ-ଅପ୍ ନିବେଶକାରୀଙ୍କୁ ଯାଞ୍ଚ କରାଯିବ ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆବଶ୍ୟକୀୟ ଘୋଷଣା ପତ୍ର ଫାଇଲ କରୁଥିବା ଏବଂ ସେମାନଙ୍କ ରିଟର୍ଣ୍ଣରେ ସୂଚନା ପ୍ରଦାନ କରୁଥିବା ଷ୍ଟାର୍ଟ-ଅପ ଏବଂ ସେମାନଙ୍କ ନିବେଶକାରୀମାନଙ୍କୁ ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ କ୍ଷେତ୍ରରେ କୌଣସି ପ୍ରକାର ଯାଂଚର ସମ୍ମୁଖୀନ ହେବାକୁ ପଡିବ ନାହିଁ । “ଆଞ୍ଜେଲ କର” ବିଷୟକ…

ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରିବ ଏହି ବଜେଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ୨୦୧୯-୨୦ ବାର୍ଷିକ ଆର୍ଥିକ ବଜେଟ ଉପସ୍ଥାପନ ହୋଇଛି, ଏହା ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂତନ ଭାରତ ଗଠନରେ ଏହି ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି…

ଗ୍ରାମାଞ୍ଚଳର ପ୍ରତି ଘରେ ୨୦୨୪ ସୁଦ୍ଧା ପହଞ୍ଚିବ ପାଣି ସୁବିଧା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରେ ପାଣି ସୁବିଧା ଯୋଗାଇଦେବାକୁ ଦୃଷ୍ଟିରେ ରଖି ସରକାର ‘ହର୍ ଘର୍ ଜଲ୍’ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏସମ୍ପର୍କରେ ସଂସଦରେ…

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ । ମିଳିଥିବା…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ସଂସଦରେ ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଆରମ୍ଭ କରିଛନ୍ତି । ଆଜି ଲୋକସଭାରେ ଦିନ ଠିକ୍ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଲାଗି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି ।…

ଆଜି ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ôଥକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଜି ଲୋକସଭାରେ ଦିନ ୧୧ଟାରୁ ୧୨ ମଧ୍ୟରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି । #WATCH Delhi: Finance Minister Nirmala Sitharaman…

ଏସପ୍ଲାନେଡ୍ ୱାନ୍‌ରେ ବିଗ ସେଲ, ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ୱାନ୍‌ ମଲ ଜୁଲାଇ ୧୨ରେ ସଫଳତାର ସହ ପୁରଣ କରବାକୁ ଯାଉଛି ଏହାର ପ୍ରଥମ ବର୍ଷ । ଏହି ଅବସରରେ ମଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି  “ଅସଲି ହାପିନେସ୍ ୱାଲା ସେଲ୍”  । ରଥଯାତ୍ରା ସହିତ ଏହି ଉତ୍ସବ ମଧ୍ୟ ପାଳନ କରାଯିବ। ଜୁଲାଇ ୪ତାରିଖରେ ରଥଯାତ୍ରା…