Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ୩୯ହଜାର ଛୁଇଁଲା ସୁନା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍‌ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା। ମିଳିଥିବା ସୂଚନା ଅନୁସାରେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର…

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।…

ଦିନେ ଥିଲା ସଫଳତାର ଶୀର୍ଷରେ, ଆଜି ବୁଡିବାକୁ ବସିଛି ‘ଏୟାର ଇଣ୍ଡିଆ’ !

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ । ଗୋଟିଏ ସମୟରେ ଏହି ନାମ ଏଭିଏସନ ସେକ୍ଟରରେ ଭାରତର ମର୍ଯ୍ୟାଦା ବଢ଼ାଉ ଥିଲା । ଲୋକମାନେ ନାମିଦାମୀ ଏୟାରଲାଇନ୍ସ ଛାଡି ଏୟାର ଇଣ୍ଡିଆର ଧିମା ଯାତ୍ରାକୁ ଚୟନ କରୁଥିଲେ । ଏମିତିକି ସିଙ୍ଗାପୁର ଏୟାରଲାଇନ୍ସ ଭଳି ବଡ଼ବଡ଼ କମ୍ପାନୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ…

ଭାରତୀୟ ବଜାରରେ ପ୍ରବେଶ କଲା ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଗଷ୍ଟ ୨୦ ମଙ୍ଗଳବାର ଦିନ ପ୍ରବେଶ କରିଛି ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ । ଏହାସହ ଏଥିରେ ରହିଛି ୫ହଜାର ଏମଏଚର ବ୍ୟାଟେରୀ । ଯାହାର ବଜାର ମୂଲ୍ୟ ରଖାଯାଇଛି ମାତ୍ର ୧୦ହଜାର ଟଙ୍କା । ଜାଣନ୍ତୁ ଏହି ଫୋନ ବାବଦରେ.. ରିଅଲମି ଆଜି ତାର ଦୁଇଟି…

ରିଭର୍ସ ଗିଅରରେ ଅଟୋ ମୋବାଇଲ୍ସ : ବହୁ କମ୍ପାନୀ ବନ୍ଦକଲେ ଉତ୍ପାଦନ

ନୂଆଦିଲ୍ଲୀ: ମରୁତି ସୁଜିକି, ଟାଟା ମୋଟର୍ସ, ହୋଣ୍ଡାଇ, ମହେଦ୍ରା ଆଣ୍ଡ ମହେନ୍ଦ୍ର, ମୋଟୋକର୍ପ ଭଳି କମ୍ପାନୀ ଗୁଡିକ ଦେଶର ଆଗଧାଡିର କାର ଓ ଦୁଇ ଚକିଆ ଗାଡି ତିଆରି କରି ବର୍ଷକୁ ଶହ ଶହ କୋଟିର ଲାଭ କରୁଥିଲେ । କିନ୍ତୁ ଏବେ ଚାଲିଛି ମାନ୍ଦାବସ୍ଥା । ଗୋଟେ ଗୋଟେ କାର ବିକିବା ଏବେ ଏମାନଙ୍କ…

ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦…

ସେପ୍ଟେମ୍ବରରେ ଜିଓ ଫାଇବର୍: କେମିତି ପାଇବେ ୧୦୦ ଏମବିପିଏସ ଇଣ୍ଟରନେଟ୍ ସ୍ପିଡ୍ ! ଜାଣନ୍ତୁ…

ମୁମ୍ବାଇ: ଭାରତର ବୃହତ ଯୋଗାଯୋଗ ନେଟୱର୍କ ସେବା ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କମ୍ପାନୀ ପକ୍ଷରୁ ଜିଓ ଫାଇଭର୍ ହାଇସ୍ପିଡ଼ ବ୍ରୋଡ଼ବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା, ଲ୍ୟାଣ୍ଡଲାଇନ ତଥା ଜିଓ ହୋମ୍ ଟିଭି ତଥା ଜିଓ ଆଓଟି ସେବା ଖୁବଶିଘ୍ର…

ଲଞ୍ଚ୍ ହେଲା ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ପ୍ଲସ ସ୍ମାର୍ଟଫୋନ୍

ଭୁବନେଶ୍ୱର: ଏକାସାଙ୍ଗରେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନ୍ । ଯେଉଁଥିରେ କି ରହିଛି ୫ଜି ଓ ୪ଜି ଉଭୟ ଭେରିଆଣ୍ଟ ଏବଂ ଅଧିକ ଫିଚର ସହିତ ଅଛି ଏସ ପେନ୍ ସୁବିଧା । ଭାରତୀୟ ୟୁଜର୍ସଙ୍କ ଚାହିଦା ମୁତାବକ ଏହି ଦୁଇଟି ମୋବାଇଲ୍…

ଫ୍ଲିପକାର୍ଟରେ ଚାଲୁଛି ବମ୍ପର ସେଲ, ଜାଣନ୍ତୁ କେଉଁ ଜିନିଷ ଉପରେ ରହିଛି ବଡ଼ ଡିସକାଉଣ୍ଟ

ଭୁବନେଶ୍ୱର: ଫ୍ଲିପକାର୍ଟରେ ଚାଲୁଛି 'ନ୍ୟାସନାଲ ସପିଂ ଡେଜ୍‌ ସେଲ' । ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ ଆସିଛି। ଏହି ସେଲ ୮ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। 'ନ୍ୟାସନାଲ ସପିଂ ଡେଜ୍‌ ସେଲ'୨୦୧୯ ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ…

ଜିଓମି ଟିଭିରେ ଉପଲବ୍ଧ ହେବ ‘ଜିଓ ସିନେମା’ ଆପ

ଭୁବନେଶ୍ୱର: ଜିଓମିର ଏମ୍. ଆଇ ସ୍ମାର୍ଟ ଟିଭିରେ ଲୋକପ୍ରିୟ 'ଜିଓ ସିନେମା ଭିଡିଓ ଷ୍ଟ୍ରିମିଙ୍ଗ' ସେବା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା କମ୍ପାନୀ ଟ୍ୱିଟରରେ ଘୋଷଣା କରିଛି । ଜିଓ ସିନେମାରେ ଟେଲିଭିଜିଅନ ଶୋ', ସ୍ପୋର୍ଟସ ଟେଲିକାଷ୍ଟ, ସିନେମା, ଡକ୍ୟୁମେଣ୍ଟଟାରି, ଟେଲର ଏବଂ…