Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପ୍ରଥମ ‘ଜିଏସଟି କାଲକୁଲେଟର’ ଏବେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ପ୍ରଥମ 'ଜିଏସଟି କାଲକୁଲେଟର' । ଦୋକାନୀ ଏବଂ ବ୍ୟବସାୟୀଙ୍କ ମାନୁଆଲ ଇନଭଏସିଂ କରିବାର ଏକମାତ୍ର ସମାଧାନ ରୂପେ ସହାୟକ ହେବ । ବିଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ହିସାବ ପାଇଁ ଲୋକମାନେ ଅଳ୍ପବହୁତ ଅସୁବିଧାର…

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ରାଜ୍ୟରେ ୪ ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସମ୍ଭାବନା

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ରେ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବାକୁ ଆଗ୍ରହ ସୃଷ୍ଟି କରିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତିମାନେ ୧୫ଟି ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪ଲକ୍ଷ ୧୯ହଜାର କୋଟି…

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଆଜି ୨ୟ ଦିନରେ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମ୍ମିଳନୀ’

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବା ତଥା ବିଦେଶର ଶିଳ୍ପପତିମାନଙ୍କୁ ପୁଞ୍ଜିନିବେଶ କରି ରାଜ୍ୟକୁ ସମୃଦ୍ଧିଶାଳୀ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଆଜି ହେଉଛି ୨ୟ ଦିନ । ଏହି ଶିଳ୍ପମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ…

କଟକ ବାଲିଯାତ୍ରା ଅବଧି ୧୧ ଦିନକୁ ବୃଦ୍ଧି ହେଲା

କଟକ: ଓଡ଼ିଶାର ସବୁଠୁ ବଡ଼ ବାଣିଜ୍ୟମେଳା ‘ବାଲିଯାତ୍ରା’ର ଅବଧି ୧୧ଦିନକୁ ବୃଦ୍ଧି ପାଇଛି । କଟକ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଏବର୍ଷ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାଧାରଣତଃ ଏହି ଐତିହାସିକ ବାଲିଯାତ୍ରା ଉତ୍ସବ ଓ…

ଝାରସୁଗୁଡ଼ା ବିମାନ ବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦରରେ ଅନିଶ୍ଚିତତା ଲକ୍ଷ୍ୟ କରି ନୂତନ ଭାବେ ଉଦଘାଟିତ ହୋଇଥିବା ଏହି ବିମାନବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ମଙ୍ଗଳବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରଧାନମନ୍ତ୍ରୀ…

ଲଞ୍ଚ ହେଲା ନୂଆ ହୁଣ୍ଡାଇ ସାଣ୍ଟ୍ରୋ

ନୂଆଦିଲ୍ଲୀ : ହୁଣ୍ଡାଇ କମ୍ପାନୀ ପକ୍ଷରୁ ନୂଆ ସାଣ୍ଟ୍ରୋକୁ ଆଜି ଭାରତରେ ଲଞ୍ଚ କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ଦାମ ୩,୮୯,୯୦୦ ରହିଛି । ଏହି କାରକୁ କିଣିବା ପାଇଁ କାର ପ୍ରେମୀମାନେ ବହୁଦିନରୁ ଅପେକ୍ଷା କରି ରହିଥିଲେ । ଦୀର୍ଘ ୬ବର୍ଷ ପରେ କ୍ଷୁଦ୍ର କାର ସେଗମେଣ୍ଟରେ…

ରାଜ୍ୟରେ ଇ-କଲେକ୍ସନ ଦ୍ୱାରା ଯାନବାହନ ଜୋରିମାନା ଆଦାୟ ହେବ

ଭୁବନେଶ୍ୱର: ରାଜ୍ୟରେ ଇ-କଲେକ୍ସନ ମାଧ୍ୟମରେ ଯାନବାହନ ଜୋରିମାନା ଆଦାୟ କରିବାକୁ ସରକାର ସୋମବାର ଦିନ ଏଚଡ଼ିଏଫସି ବ୍ୟାଙ୍କ ଏବଂ ରାଜ୍ୟ ଯାନବାହନ ଚଳାଚଳ ବିଭାଗ ମଧ୍ୟରେ ଏକ ବୁଝାମଣା ହୋଇଛି । ଏବେ ସମସ୍ତ ପ୍ରକାର ଯାନବାହନର ଜୋରିମାନା, ଟ୍ୟାକ୍ସ ଏବଂ  ବିଭିନ୍ନ ଦେୟ କେବଳ ଡ଼ିଜିଟାଲ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଥାନଲ ଜୈବ-ପରିଶୋଧନଗାରର ଭିତିପ୍ରସ୍ତର ସ୍ଥାପନ କରିବେ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଦ୍ୱାରା ବରଗଡ ଜିଲ୍ଲାର ଭାଟିଲି ତହସିଲ୍ ଅର୍ନ୍ତଗତ ବଉଳସିଂହା ଗ୍ରାମରେ ହେବାକୁ ଥିବା ୨ ଜି ଇଥାନଲ…

ଆଜିଠୁଁ ଓଡ଼ିଶାର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପୂର୍ବରୁ ଘୋଷିତ ହୋଇଥିବା ରାଜ୍ୟରେ ୬ଟି ସହରରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର ଉପରେ କଟକଣା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀ୍ଙ୍କ ପବିତ୍ର ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ଏହି ଦୃଢ ପଦକ୍ଷେପ ନେଇଛନ୍ତି ।…

ଧର୍ମଗଡ଼ରେ ଉଦଘାଟିତ ହେଲା ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ’ କେନ୍ଦ୍ର

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ଉଦଘାଟିତ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଅଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ଏହି କେନ୍ଦ୍ରର ଉଦଘାଟନ ଅନୁଷ୍ଠିତ ହୋଇଛି । ଏହି ଉତ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ…