Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କମ୍ପ୍ୟୁଟର ଚିପ୍ ନିର୍ମାତା ମାଇକ୍ରୋନ୍ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ଗୁଜୁରାଟରେ ୨.୭୫ ବିଲିୟନ ଡ଼ଲାର୍ (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗ କରିବ। ମାଇକ୍ରୋନ୍ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଦୁଇଟି ପର୍ଯ୍ୟାୟରେ ବିକଶିତ…

ଆର୍ଥିକ ଅନିୟମିତତା ଅଭିଯୋଗ, କେନ୍ଦ୍ର ସରକାରଙ୍କ ସ୍କାନରରେ ହିରୋ ମୋଟରସାଇକେଲ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସବୁଠାରୁ ବଡ ମୋଟର ସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋକ୍ରପର ତଦନ୍ତ ଆରମ୍ଭ କରିଛନ୍ତି। ହିରୋ ମୋଟୋକ୍ରପ ଆର୍ଥିକ ନେଣଦେଣରେ ହେରଫେର କରିଥାଇ ପାରେ ବୋଲି ଅଭିଯୋଗ ହେବା ପରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଏହି ତଦନ୍ତ ନିର୍ଦ୍ଦେଶ…

ଶସ୍ତା ହେବ ଖାଇବା ତେଲ, ଆମଦାନୀ ଶୁଳ୍କ କମାଇଲେ ସରକାର

ନୂଆଦିଲ୍ଲୀ: ଖାଇବା ତେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ କମାଇଛନ୍ତି । ଫଳରେ ଆଗାମୀ ଦିନରେ ଖାଇବା ତେଲ ଦର ହ୍ରାସ ପାଇବ । ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ସରକାର ପୂର୍ବରୁ ୧୭.୫ ପ୍ରତିଶତ ଆମଦାନୀ ଶୁଳ୍କ ନେଉଥିଲେ ଯାହାକି ୧୨.୫ ପ୍ରତିଶତକୁ ଖସି ଆସିଛି ।…

୨୦୨୩ରେ ଭାରତ ଛାଡ଼ି ବିଦେଶ ଯାଇ ପାରନ୍ତି ୬, ୫୦୦ ଧନୀ

ନୂଆଦିଲ୍ଲୀ: ଦେଶ ଛାଡ଼ିବେ ଧନୀ ନାଗରିକ । ପୂର୍ବ ବର୍ଷ ଭଳି ଏ ବର୍ଷ ବି କିଛି ଧନୀ ଭାରତୀୟ ଦେଶ ଛାଡ଼ିବେ ବୋଲି ଜଣାପଡ଼ିଛି । ବିଶ୍ୱବ୍ୟାପୀ ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ୍ ଉପରେ ନଜର ରଖୁଥିବା ହେନଲେର ରିପୋର୍ଟ ଅନୁସାରେ ୨୦୨୩ରେ ପ୍ରାୟ ୬ ହଜାର ୫୦୦ ଜଣ ଧନୀ ଶ୍ରେଣୀର ଲୋକ ଭାରତ…

୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବ କି ନାଁ ସୂଚନା ଦେଲେ ଆର୍‌ବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ପରେ ପ୍ରାୟ ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କ୍‌କୁ ଫେରିଆସିଲାଣି। ବାକି ଟଙ୍କା ଧୀରେ ଧୀରେ ଫେରୁଛି ବୋଲି ଆର୍‌ବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ କହିଛନ୍ତି। ଏହାର ଭିତରେ ୫୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର ନେଇ ଗୁଜବ ଉଠିଲାଣି।…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…

ରେପୋ ରେଟ୍ ଅପରିବର୍ତ୍ତିତ, ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକର ଫଳାଫଳକୁ ରିଜର୍ଭ ବ୍ୟାଙ୍କ ଆଜି ସାର୍ଜନୀନନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବୈଠକ ପାଇଁ ସୁଧ ହାର ସ୍ଥିର ରଖାଯାଇଛି। ରେପୋ ରେଟ୍ ମଧ୍ୟ ଏଥର ୬.୫ ପ୍ରତିଶତରେ ସ୍ଥିର ରହିଛି। ଏହିପରି, ଯଦି ଆପଣ…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ମୁମ୍ବାଇ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ପୁଣି ଥରେ ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଛନ୍ତି । ବ୍ଲୁମବର୍ଗ ବିଲିଅନାରୀ ରିପୋର୍ଟ ଅନୁସାରେ, ଆଦାନୀ ଏବେ ତାଲିକାର ୧୮ତମ ସ୍ଥାନରେ ଅଛନ୍ତି । ମଙ୍ଗଳବାର କାରବାର ବେଳେ ଆଦାନୀ ଗ୍ରୁପ କମ୍ପାନୀର ସେୟାର୍ ମୂଲ୍ୟ ବଢ଼ିଥିଲା । ୪.୩୮…